Mon. Aug 24th, 2026

AMF

ଜଷ୍ଟିସ୍ ଏମ୍‌.ଏମ୍‌.ଦାସ କମିସନ୍‌ : ୬ ମାସ କାର୍ଯ୍ୟକାଳ ବଢ଼ିଲା

221 Viewsକଟକ : ଚିଟ୍‌ଫଣ୍ତ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ହୋଇଛି। କମିସନଙ୍କ…

ସିମ୍‌ରନ୍‌ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବି, ଆମରଣ ଅନଶନରେ ବସିଲେ ବାପା-ମା’

293 Viewsଝାରସୁଗୁଡ଼ା : ବହୁଚର୍ଚ୍ଚିତ ସେଲ୍‌ଫି ବେବୋ ଅଭିନେତ୍ରୀ ସିମ୍‌ରନ୍‌ ସିଂ ମୃତ୍ୟୁ ମାମଲାରେ ପୁଲିସ ତଦନ୍ତକୁ ନେଇ ତାଙ୍କ ବାପା-ମା’ ତୀବ୍ର ଅସନ୍ତୋଷ…

ବିଜେପି ଜନଜାତି ମୋର୍ଚ୍ଚା‌ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ, ଆଜି ‌ଆସି‌ବେ ଅମିତ ଶାହ

275 Viewsପୁରୀ : ବିଜେପି ଏସ୍‌ଟି(ଜନଜାତି) ମୋର୍ଚ୍ଚାର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ପୁରୀସ୍ଥିତ ତାଳବଣିଆ ସ୍ପୋର୍ଟସ୍ କମ୍ପଲେକ୍ସ ପରିସରରେ ଆଜି ଆରମ୍ଭ ହୋଇଛି।…

କେନ୍ଦ୍ର ବଜେଟ୍‌ ନେଇ ମୁହାଁମୁହିଁ

238 Viewsଭୁବନେଶ୍ବର : କେନ୍ଦ୍ର ବଜେଟ୍‌କୁ ନେଇ ବିଜେପି-ବିଜେଡି ଆଜି ମୁହାଁମୁହିଁ ହୋଇଛନ୍ତି। ଶାଣିତ ଭାଷାରେ ଉଭୟ ପରସ୍ପରକୁ ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବଜେଟ୍‌କୁ…

ଦୈତାରୀ ନାଏକଙ୍କୁ ସମ୍ବର୍ଦ୍ଧନା

261 Viewsକେନ୍ଦୁଝର : ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ଦୈତାରୀ ନାଏକଙ୍କୁ ସମ୍ବର୍ଦ୍ଧନା ଦେଲେ ସମ୍ବାଦର ସ˚ପାଦକ ତଥା ରାଜ୍ୟସଭା ସା˚ସଦ ସୌମ୍ୟରଂଜନ…

ହନୁମାନ ଓ ଶ୍ରୀଜଗନ୍ନାଥଙ୍କ ଉପରେ ମନ୍ତବ୍ୟ ଦେଇ ଅଡ଼ୁଆରେ ବସନ୍ତ

282 Viewsପୁରୀ : ଆଜି ପୁରୀଠାରେ ବିଜେପି ଏସ୍‌ଟି(ଜନଜାତି) ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ହନୁମାନଙ୍କୁ ଆଦିବାସୀ ବୋଲି…

ଭସାପୋଲ ବନ୍ଦ ଯୋଗୁଁ ତେଜୁଛି ଅସନ୍ତୋଷ

283 Viewsବ୍ରହ୍ମଗିରି : ଚିଲିକାରେ ପରିବହନର ମୁଖ୍ୟ ମାଧ୍ୟମ ଭାବେ ବିବେଚିତ ହେଉଥିବା ସରକାରୀ ପରିବହନ ବ୍ୟବସ୍ଥା ‘ଭସାପୋଲ’ ବନ୍ଦ ରହିଛି। ଦିନେ ନୁହେଁ…

ଜିଲ୍ଲା ହସ୍ପିଟାଲକୁ ନିଆଁ ଭୟ : ସଙ୍କଟରେ ରୋଗୀଙ୍କ ଜୀବନ

279 Viewsପୁରୀ : ପୁରୀ ଜିଲ୍ଲା ହସ୍ପିଟାଲରେ ଅକାମୀ ହୋଇ ପଡ଼ିଲାଣି ଅଗ୍ନି ନିର୍ବାପକ ଯନ୍ତ୍ର। ମାସ ମାସ ଧରି ଏହାର ପରୀକ୍ଷାମୂଳକ ଉପଯୋଗ…

ଘରକୁ ଫେରିବାକୁ ଟ୍ରାଭେଲ୍‌ ଡକ୍ୟୁମେଣ୍ଟ୍‌ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜମ୍ମୁ ଓ କଶ୍ମୀରରେ ପାକିସ୍ତାନୀ ମହିଳାଙ୍କ ଆବେଦନ

346 Viewsଶ୍ରୀନଗର : ଆତଙ୍କବାଦୀ ଥଇଥାନ ନୀତି ଅଧୀନରେ ସ୍ୱାମୀମାନଙ୍କ ସହ ଜମ୍ମୁ ଓ କଶ୍ମୀର ଆସିଥିବା ଦଳେ ପାକିସ୍ତାନୀ ମହିଳା ଘରକୁ ଫେରିବା…

ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ଦିନିକିଆ : ପ୍ରାଥମିକ ବ୍ୟାଟିଂ ବିପର୍ଯ୍ୟୟ, ୪ ଓ୍ଵିକେଟ୍‌ ହରାଇ ୮୦ ରନ୍‌ କରିଛି ଭାରତ

558 Viewsନୂଆଦିଲ୍ଲୀ: ରବିବାର ସକାଳେ େଓ୍ଵଲିଙ୍ଗ୍‌ଟନ୍‌ ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ମ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତ ୮୦ ରନ୍‌…