Mon. Oct 19th, 2026

Activities

ବଲାଙ୍ଗୀର ପାଇଁ ୧୫୪୫ କୋଟି ଟଙ୍କାର ପ୍ରକଳ୍ପ

854 Viewsସମ୍ବଲପୁର, ଜାନୁଆରୀ ୧୬ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ଭାରତ ସରକାରଙ୍କ ୧୫୪୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର…

ଇତିଶ୍‌ଙ୍କ ବିରୋଧରେ ଦଫା ୧୧୦; ପୁଣି ଗଲେ ଜେଲ୍‌

305 Viewsଭୁବନେଶ୍ୱର, ଜାନୁଆରୀ ୧୬: ଜ୍ୟୋତି ରଂଜନ ବେଉରା ଓରଫ ଗୋଲଡେନ୍‌ ବାବା ସହ ସଂପର୍କରେ ଥିବା ବିଜେଡି ନେତାଙ୍କୁ ଗିରଫ ଦାବିରେ ବିକ୍ଷୋଭ…

ବଲାଙ୍ଗୀର ପଟୁ ଗଡ଼ିଲା ଟ୍ରେନ୍‌, ପ୍ରଥମ ଦିନ ରେଳରୋକ

1,192 Viewsବଲାଙ୍ଗୀର, ଜାନୁଆରୀ ୧୬ : ବଲାଙ୍ଗୀର-ଖୋର୍ଦ୍ଧା ରେଳପଥରେ ଆଜି ବଲାଙ୍ଗୀର ପଟୁ ବିଛୁପାଲି ଯାଏଁ ଗଡ଼ିଲା ଟ୍ରେନ। ଏହି ଐତିହାସିକ ଘଟଣାରେ ନିଜର…

ସ˚ଖ୍ୟା ଚିହ୍ନିପାରୁ ନାହାନ୍ତି ପଞ୍ଚମ ପିଲା

337 Viewsଭୁବନେଶ୍ବର, ଜାନୁଆରୀ ୧୬ : ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ସଂଖ୍ୟା ଚିହ୍ନିପାରୁ ନାହାନ୍ତି। ପ୍ରାଥମିକ ଶିକ୍ଷାର ଏଭଳି ଦୟନୀୟସ୍ଥିତି ଦେଖିବାକୁ ମିଳିଛି…

ପିଛା ଛାଡ଼ୁନି ଅନ୍ଧବିଶ୍ବାସ, ୫୬ ଶିଶୁଙ୍କୁ ଚେଙ୍କ

493 Viewsକେନ୍ଦୁଝର, ଜାନୁଆରୀ ୧୬ : ସମାଜ ବଦଳୁଛି। ହେଲେ କେନ୍ଦୁଝର ଜିଲ୍ଲାର ଆଦିବାସୀ ମୁଣ୍ତା ସ˚ପ୍ରଦାୟ ପାଖରେ ପହଞ୍ଚି ପାରୁନାହିଁ ଶିକ୍ଷା, ସ୍ବାସ୍ଥ୍ୟ…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୯୨ଟି ପଞ୍ଚାୟତ ପାଇଁ ୩୯.୮୩ କୋଟି

315 Viewsଭୁବନେଶ୍ବର, ଜାନୁଆରୀ ୧୬ : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ୯ଟି ବ୍ଲକ…

ବୈଜୟନ୍ତ ବଦଳିଲେ କାହିଁକି? ବିେଜପିକୁ ଅସ୍ତବ୍ୟସ୍ତ କଲାଣି ଟ୍ବିଟ୍ ମାଡ଼

346 Viewsଭୁବନେଶ୍ବର, ଜାନୁଆରୀ ୧୬ : ବିେଜଡି ସହିତ ସଂପର୍କ ବିଗିଡିବା ପରଠାରୁ ବିେଜପିକୁ ବୈଜୟନ୍ତ ଯାଇପାରନ୍ତି େବାଲି ଚର୍ଚ୍ଚା େଜାର ଧରିଥିଲା। ହେଲେ…

ମା’ଙ୍କ ସହ ଅବୈଧ ସଂପର୍କ ଥିବା ଜାଣି ରାଗରେ ପ୍ରଥମେ ଶିକ୍ଷକଙ୍କୁ ହତ୍ୟା କଲା, ପରେ ବାଇକ୍‌ରେ ଘୋଷାଡ଼ି ନେଇ ମଶାଣିରେ ଫିଙ୍ଗିଲା ପୁଅ

302 Viewsଜିନ୍ଦ(ହରିୟାଣା), ଜାନୁଆରୀ ୧୬ : ହରିୟାଣାର ଜିନ୍ଦରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ମା’ଙ୍କ ସହ ନିଜର ଶିକ୍ଷକଙ୍କର ଅବୈଧ…

ଥାଇଲାଣ୍ଡ ଚାଲାଣ ପୂର୍ବରୁ ବଜ୍ରକାପ୍ତା ଜବତ, ୮ ଅଟକ

376 Viewsମାଲକାନଗିରି, ଜାନୁଆରୀ ୧୬ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଟାଙ୍ଗୁରକୁଣ୍ଡା ଗାଁରୁ ବନବିଭାଗ ଏକ ବରଳ ବଜ୍ରକାପ୍ତା ଉଦ୍ଧାର କରିଛି।…

ପ୍ରେମ ସମ୍ପର୍କରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

268 Viewsମାଲକାନଗିରି, ଜାନୁଆରୀ ୧୬ : ମାଲକାନଗିରି ଜିଲ୍ଲା ଖଇରପୁଟ୍‌ ବ୍ଲକ ଅନ୍ତର୍ଗତ ଖଦମଗୁଡ଼ା ଗାଁର ଜଣେ ଯୁବକଙ୍କୁ କେତେକ ଯୁବକ ପଥରରେ ଛେଚି…