Fri. May 15th, 2026

Activities

ସ୍ୱତନ୍ତ୍ର ପୂଜା ଆଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଭଣ୍ଡବାବା ଗିରଫ

283 Viewsହାଇଦ୍ରାବାଦ, ଜାନୁଆରୀ ୩୦ : ଜଣେ ମହିଳାଙ୍କ ସମସୃାର ସମାଧାନ କରିବା ଆଳରେ ତାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣେ ଭଣ୍ଡ…

ଅଜଣା ଯୁବକଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

232 Viewsବାରିପଦା/ବେତନଟି: ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଦହିକୋଟ ପଞ୍ଚାୟତର ରାମଚନ୍ଦ୍ରପୁର ଗାଁ ନିକଟରେ ଜଣେ ଯୁବକଙ୍କ ମୃତଦେହ ଜବତ…

ଖୋର୍ଦ୍ଧା: ଯୁବକଙ୍କୁ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା , କାନ୍ଥରେ ହତ୍ୟାର କାରଣ ଲେଖିଲା ହତ୍ୟାକାରୀ

247 Viewsଖୋର୍ଦ୍ଧା, ଜାନୁଆରୀ ୩୦ : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ଟାଉନ୍‌ ଥାନା ବାଘମାରି ଫାଣ୍ଡିି ଅନ୍ତର୍ଗତ ସିମୋର ଗ୍ରାମରେ ଘଟିଛି…

ରେମୁଣା ମହୋତ୍ସବରେ ଉତ୍ତେଜନା, ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଆହତ

269 Viewsବାଲେଶ୍ବର/ରେମୁଣା , ଜାନୁଆରୀ ୩୦ : ବାଲେଶ୍ବର ଜିଲ୍ଲା ରେମୁଣା ଥାନାଠାରୁ ଅଧାକିଲୋମିଟର ଦୂରରେ ରେମୁଣା ମହୋତ୍ସବ ଚାଲିଥିବାବେ‌େଳ ଆଜି ସନ୍ଧ୍ୟାରେ ପୂର୍ବ…

ବିଜେଡି ନେତା ହତ୍ୟା ମାମଲା: ଦୁଇ ବି‌ଜେପି ନେତାଙ୍କୁ ପୁଲିସ ‌ନୋଟିସ୍‌

300 Viewsଛତ୍ରପୁର/ବ୍ରହ୍ମପୁର, ଜାନୁଆରୀ ୩୦ : ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୨୦୧୭ ସେପ୍ଟେମ୍ବରରେ ସଂଘଟିତ ବହୁଚର୍ଚ୍ଚିତ ଯୁବ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ…

ନିର୍ବାଚନ ପୂର୍ବରୁ ଡରାଇଲେ: ଦୁଇ ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇର ସମନ୍‌

207 Viewsଭୁବନେଶ୍ୱର, ଜାନୁଆରୀ ୩୦ : ବିେଜପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସହିତ ପୁଣି ଫେରିଛି ସିବିଆଇ ତଦନ୍ତ। ବହୁଚର୍ଚ୍ଚିତ…

ରାହୁଲଙ୍କ ସର୍ବନିମ୍ନ ନିଶ୍ଚିତ ରୋଜଗାର ଘୋଷଣାକୁ ସ୍ବାଗତ: ଗରିବଙ୍କ ମୁହଁରେ ହସ ଫୁଟାଇବା କ˚ଗ୍ରେସର ଲକ୍ଷ୍ୟ: ନିରଞ୍ଜନ

198 Viewsଭୁବନେଶ୍ବର, ଜାନୁଆରୀ ୩୦ : କ˚ଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀ ଏକ ଐତିହାସିକ ଘୋଷଣା କରିଛନ୍ତି। କ˚ଗ୍ରେସ ଦଳ ୨୦୧୯…

ବଲାଙ୍ଗୀରରେ ଗଣମାଧ୍ୟମ ପ୍ରସାର ନିର୍ବାହୀଙ୍କୁ ହତ୍ୟା

250 Viewsବଲାଙ୍ଗୀର, ଜାନୁଆରୀ ୩୦ : ଦୈନିକ ଖବରକାଗଜ ‘ସମାଜ’ ବଲାଙ୍ଗୀର ଅଫିସରେ ପ୍ରସାର ନିର୍ବାହୀ ଭାବରେ କାର୍ଯ୍ୟରତ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା…

ସରକାରଙ୍କ ସହ ମତାନ୍ତର କାରଣରୁ ଇସ୍ତଫା ଦେଲେ ଷ୍ଟାଟିଷ୍ଟିକାଲ୍‌ କମିସନ୍‌ର ଦୁଇ ସଦସ୍ୟ

224 Viewsନୂଆଦିଲ୍ଲୀ: କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସରକାରଙ୍କ ସହ ମତାନ୍ତର ଘଟିବା କାରଣରୁ ସମ୍ମାନଜନକ ‘ନେସ୍‌ନାଲ୍‌ ଷ୍ଟାଟିଷ୍ଟିକାଲ୍‌ କମିସନ୍‌’ର (ଏନଏସ୍‌ସି) ସ୍ୱାଧୀନ ସଦସ୍ୟତାରୁ ମଙ୍ଗଳବାର…

କାର୍ତିଙ୍କୁ କହିଲେ ସୁପ୍ରିମ୍‌ କୋର୍ଟ: ୧୦ କୋଟି ଟଙ୍କା ଜମା କରି ବିଦେଶ ଭ୍ରମଣରେ ଯାଅ

297 Viewsନୂଆଦିଲ୍ଲୀ, ଜାନୁଆରୀ ୩୦ : ଏୟାର୍‌ସେଲ୍‌-ମାକ୍‌ସିସ୍‌ ମାମଲାରେ ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁତ୍ର କାର୍ତି ଚିଦାମ୍ବରମ୍‌ଙ୍କୁ ବିଦେଶ ଭ୍ରମଣ ଲାଗି…