Sat. Jul 18th, 2026

2019

ବାଉଁଶ ମିସନ୍‌ ପାଇଁ ୨୭ କୋଟିର ଯୋଜନା, ବାଉଁଶ ଚାଷ ପାଇଁ ହେକ୍ଟର ପିଛା ୫୦ ହଜାର

159 Viewsଭୁବନେଶ୍ବର : ରାଜ୍ୟରେ ବାଉଁଶ ମିସନ୍‌ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭ କୋଟି ୩୩ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ପ୍ରସ୍ତୁତ…

ବିଧାନସଭା ଗୃହ କମିଟିର ସିମଳା ଗସ୍ତ

173 Viewsଭୁବନେଶ୍ବର : ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ବରେ ବିଧାନସଭା କମ୍ପ୍ୟୁଟରୀକରଣ ସମ୍ପର୍କିତ ଗୃହ କମିଟି ଅଧ୍ୟୟନ ଗସ୍ତରେ ହିମାଚଳ…

ମାସେ ପରେ ଛାତ୍ର ସଂସଦ ନିର୍ବାଚନ, ବିଜେଡି, କଂଗ୍ରେସ ମଙ୍ଗ ଧରିବ କିଏ?

179 Viewsଭୁବନେଶ୍ବର : ସେପ୍ଟେମ୍ବର ଶେଷ ସପ୍ତାହରେ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ ପ୍ରକ୍ରିୟା। ହାତରେ ଆଉ…

ଆଜି ବି ଚାଲିବ ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ, ଭକ୍ତଙ୍କ ପାଇଁ ବିଛାଗଲା ଗାଲିଚା

175 Viewsପୁରୀ : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଗତକାଲିଠାରୁ ଆରମ୍ଭ ହୋଇଥିବା ଉଚ୍ଛେଦ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିଛି।…

ରାଜ୍ୟ ଖାଉଟି କମିସନକୁ ଉପେକ୍ଷା, ଖାଲି ପଡିଛି ସଦସ୍ୟ ପଦ; ଜଣେ ଅନୁପସ୍ଥିତ ରହିଲେ ଶୁଣାଣି ବନ୍ଦ

163 Viewsକଟକ: କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ (ଷ୍ଟେଟ୍‌ କନ୍‌ଜ୍ୟୁମର ଡିସପ୍ୟୁଟସ୍‌ ରିଡ୍ରେସାଲ କମିସନ)ରେ ଲାଗି ରହିଛି ଅଚଳାବସ୍ଥା। ଆବଶ୍ୟକତା ଅନୁଯାୟୀ…

ପାପାଠାରୁ ଟିଟୋ ଯାଏ… ଚିନ୍ତା ବଢ଼ାଇଲେଣି ଗ୍ୟାଙ୍ଗଷ୍ଟର

198 Viewsକଟକ : ଜେଲରେ ଅଛି ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିେଟା। ଏଣେ କିନ୍ତୁ ଖଣି ଚୋରା କାରବାରରେ ଟିେଟାର ହାତ ରହିଛି େବାଲି ମକଦ୍ଦମା…

ରାଜଧାନୀ ଏକ୍ସପ୍ରେସ୍‌ର ବେଗ ଘଣ୍ଟାପ୍ରତି ୧୬୦ କିଲୋମିଟରକୁ ବଢ଼ାଇବ ଭାରତୀୟ ରେଳବାଇ : ଦିଲ୍ଲୀରୁ ବମ୍ବେ ୧୦ ଘଣ୍ଟା

188 Viewsନୂଆଦିଲ୍ଲୀ : ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଯାତାୟାତ କରୁଥିବା ଯାତ୍ରୀମାନେ ଏଥର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପୂର୍ବାପେକ୍ଷା ଶୀଘ୍ର ପହଞ୍ଚି…

୨୦ ବର୍ଷରେ ଓଡ଼ିଶାରେ ହେବେ ଅଧିକ ଦୁଇଗୁଣ କ୍ୟାନ୍ସର ରୋଗୀ !

169 Viewsନୂଆଦିଲ୍ଲୀ : ଭାରତ ସମେତ ସମଗ୍ର ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ିବାରେ ଲାଗିଛି ଭାରତରେ କ୍ୟାନ୍ସରର ସ୍ଥିତିକୁ ନେଇ…

୧୫ ମିନିଟ୍‌ ଧରି ଆମ୍ବୁଲାନ୍‌ସ୍‌ ଡୋର୍‌ ନ ଖୋଲିବାରୁ ମରିଗଲେ ହୃଦ୍‌ଘାତ ଆକ୍ରାନ୍ତ ବ୍ୟକ୍ତି

221 Viewsହାଇଦ୍ରାବାଦ : ମଙ୍ଗଳବାର ରାତିରେ ଠିକଣା ସମୟରେ ଆମ୍ବୁଲାନ୍‌ସ୍‌ ଆସି ମଧ୍ୟ ଜଣେ ୫୪ ବର୍ଷିୟ ବ୍ୟକ୍ତି ଡାକ୍ତରଖାନାକୁ ଯାଇ ନ ପାରି…

ଆଲୋଚନା ମାଧ୍ୟମରେ କଶ୍ମୀର ସମସ୍ୟା ସମାଧାନ ପାଇଁ ମୋଦୀଙ୍କୁ ଫୋନ୍‌ କରି କହିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

193 Viewsନୂଆଦିଲ୍ଲୀ: କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟର ଏକ ଦ୍ୱିପାକ୍ଷିକ ସମସ୍ୟା ଏବଂ ଦୁଇ ପଡ଼ୋଶୀ ଏ ସଂକ୍ରାନ୍ତରେ ଆଲୋଚନା କରିବାର ଆବଶ୍ୟକତା…