Sun. Sep 13th, 2026

April 2019

୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ଲେଖିଲେ ଭୋଟର : ତୃତୀୟ ପର୍ଯ୍ୟାୟରେ ପ୍ରାୟ ୭୦% ମତଦାନ, ବଡ଼ମ୍ବା ଓ ଦେବଗଡ଼ର ଗୋଟିଏ ଲେଖାଏଁ ବୁଥରେ ସାନି ମତଦାନ ସୁପାରିସ

314 Viewsଭୁବନେଶ୍ବର : ରାଜ୍ୟ ସରକାରଙ୍କ ୬ ଜଣ ମନ୍ତ୍ରୀ, ରାଜ୍ୟସଭା ସାଂସଦ, ପିସିସି ସଭାପତି, ପୂର୍ବତନ ପ୍ରଶାସକ ଅର୍ଥାତ୍ ଆଇଏଏସ୍, ଆଇପିଏସ୍, ଯନ୍ତ୍ରୀ,…

ଏନ୍‌ଟିଜେ ଆତଙ୍କବାଦୀଙ୍କ ଦ୍ୱିତୀୟ ଗ୍ରୁପ୍‌ ଆଉ ଏକ ବିସ୍ଫୋରଣର ଯୋଜନା କରୁଛନ୍ତି ବୋଲି ଶ୍ରୀଲଙ୍କାକୁ ସୂଚନା ଦେଲେ ଭାରତୀୟ ଅଧିକାରୀ

356 Viewsକଲମ୍ବୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ହୋଟେଲ୍‌ ଓ ଚର୍ଚରେ ହୋଇଥିବା ବିସ୍ଫୋରଣ ପାଇଁ ଦୋଷୀ ମନାଯାଉଥିବା ଆତଙ୍କବାଦୀ ସଂଗଠନ ନେସ୍‌ନାଲ୍‌ ତୋହିଟ୍‌ ଜମାଥ୍‌(ଏନ୍‌ଟିଜେ)ର…

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦିଅର ଛୁରାମାଡରେ ଭାଉଜ ଗୁରୁୁତର ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଚିକ୍କବିଡାରକ୍କଲୁ ଗ୍ରାମରେ ଘଟିଛି। ଯାହାକି ବେଙ୍ଗାଲୁରୁ ଉତ୍ତରୀଭାଗରେ ଅବସ୍ଥିତ। ସୂଚନାଯୋଗ୍ୟ, ପୀଡିତା ଅଭିଯୁକ୍ତର ସମ୍ପର୍କରେ ଭାଉଜ ଲାଗିବ। ଅଭିଯୁକ୍ତ ପୀଡିତାକୁ ଅଟୋ ଷ୍ଟାଣ୍ଡରେ ଦେଖି ପ୍ରଥମେ ମାରପିଟ ଆରମ୍ଭ କରିଥିଲା। ଏହାପରେ ଭାଉଜ ପ୍ରେମିକକୁୁ ବି ଟାର୍ଗେଟ କରି ଛୁରାମାଡ କରିଥିଲା। ମହିଳାଙ୍କୁ ବଞ୍ଚାଇବାକୁ ଆସିଥିବା ଜଣେ ଅଟୋ ଚାଳକ ମଧ୍ୟ ଉକ୍ତ ଅଭିଯୁକ୍ତର ଆକ୍ରମଣର ଶିକାର ହୋଇଥିଲେ। ଉକ୍ତ ଅଭିଯୁକ୍ତ ନାମ ଚନ୍ନପ୍ପା ବି ବୋଲି ଜଣାପଡ଼ିଛି। ପୀଡିତା ଓ ପୀଡିତଙ୍କ ନାମ ଗଙ୍ଗାମା ଓ ଗଡ୍ଡପ୍ପା ବୋଲି ଜଣାପଡ଼ିଛି। ଗଙ୍ଗାମା ନିଜ ସ୍ୱାମୀ ସହିତ ରହୁଥିବା ସମୟରେ ଗଡ୍ଡପା ପ୍ରେମରେ ପଡ଼ି ଯାଇଥିଲେ। ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ସ୍ୱାମୀ ଜାଣି ଦେବା ପରେ ପତ୍ନୀ ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ଦେଇଥିଲେ। ଏହାପରେ ଗଡ୍ଡପ୍ପାକୁ ଜେଲ ହୋଇଯାଇଥିଲା। ଜେଲରୁ ଗଡ୍ଡପା ମୁକୁଳିବା ପରେ ଦୁହେଁ ଚିକ୍କବିଡାରକ୍କଲୁକୁ ସ୍ଥାନାନ୍ତର ହୋଇ ଯାଇଥିଲେ। ଏବଂ ଘର ତିଆରି ଶ୍ରମିକ ଭାବେ କାମ କରୁଥିଲ। ଅଭିଯୁକ୍ତ ଦିଅର ଭାଉଜ ଏଠାରେ କାମ କରୁଥିବା ଜାଣି ନଜର ରଖିବା ଆରମ୍ଭ କରିଥିଲା। ଏବଂ ଦିନେ ଅଟୋ ଷ୍ଟାଣ୍ଡରେ ଗଙ୍ଗାମା ଛିଡା ହୋଇଥିବା ଦେଖି ଆକ୍ରମଣ କରିଥିଲା। ଗଙ୍ଗାମାର ପ୍ରେମିକ ଅଛି ବୋଲି ଜାଣିବା ପରେ ତାଙ୍କ ଉପରକୁ ଛୁରାମାଡ କରିଥିଲା। ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗୁୁରୁତର ଅବସ୍ଥାରେ ଦୁହିଁଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

415 Viewsମୁମ୍ବାଇ: ଗତ ବର୍ଷ ବରିଷ୍ଠ ଅଭିନେତା ଆଲୋକ ନାଥଙ୍କ ଉପରେ ଜଣାଶୁଣା ଲେଖିକା ତଥା ପ୍ରଯୋଜିକା ବିନୀତା ନନ୍ଦାଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ…

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିଲା ମହିଳା, ପରେ ଦିଅର ଦ୍ୱାରା ଛୁରାମାଡର ଶିକାର ହେଲା ଭାଉଜ

330 Viewsବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦିଅର ଛୁରାମାଡରେ ଭାଉଜ ଗୁରୁୁତର ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଚିକ୍କବିଡାରକ୍କଲୁ…

ନିର୍ଦିଷ୍ଟ ଦଳକୁ ଭୋଟ୍‌ ନଦେବାରୁ ସଂଘବଦ୍ଧ ଆକ୍ରମଣ

382 Viewsମୁରିବାହାଲ : ନିର୍ଦ୍ଦିଷ୍ଟ ଦଳକୁ ଭୋଟ ନଦେବାରୁ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ୪…