Mon. Oct 12th, 2026

2018

ଅଲିଭ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ପୁଣି ଥରେ ଆରମ୍ଭ

346 Viewsଅଲିଭ୍ ରିଡ୍ଲେ କଇଁଛମାନେ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ପୁଣି ଥରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରାୟ ୧୦…

ବଢ଼ିବ ତାତି, ଗୁଳୁଗୁଳି, ଆସନ୍ତା କିଛିଦିନ ଯାଏଁ ପାଗରେ ହେବନି ପରିବର୍ତ୍ତନ

420 Viewsରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଲାଣି ଗ୍ରୀଷ୍ମ ପ୍ରବାହ । ଆସନ୍ତା ତିନି ଚାରି ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ…

ସ୍ପିଡ୍ ର ମୁକୁଟ ଏୟାର୍ ଟେଲ ମୁଣ୍ଡରେ, ଜିଓ ପଡିିଲା ପଛରେ

474 Viewsଡାଉନ୍ଲୋଡ, ୩ଜି, ୪ଜି ନେଟ୍ୱର୍କ ମାମଲାରେ ଜିଓ୍କୁ ପଛରେ ପକାଇଛି ଏୟାରଟେଲ୍ । ସୁନୀଲ ମିତ୍ତଲଙ୍କ ଦ୍ୱାରା ଭାରତୀ ଏୟାର୍ଟେଲ୍ ନିୟନ୍ତ୍ରିତ ହେଉଛି…

ଜଜ୍ ଲୋୟା ମୃତ୍ୟୁ ମାମଲା : ସର୍ବୋଚ୍ଚ ନ୍ୟାୟାଳୟ କହିଲେ ହେବନି ଏସ୍ଆଇଟି ଯାଞ୍ଚ, କେସ୍ ର ନାହିଁ କିଛି ଆଧାର

536 Viewsସିବିଆଇର ସ୍ୱତନ୍ତ୍ର ବିଚାରପତି ବିଏଚ୍ ଲୋୟାଙ୍କ ମୃତ୍ୟୁ ମାମଲାର ନିଷ୍ପକ୍ଷ ଯାଞ୍ଚ ପାଇଁ ଦାଏର ହୋଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି…

ଲଣ୍ଡନରେ ମୋଦିଙ୍କ ଲାଇଭ୍ ସୋ ଭାରତ୍ କୀ ବାତ୍ ସବ୍ କେ ସାଥ୍, ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଲେ ମୋଦି

409 Viewsମୋଦିଙ୍କ ଟାର୍ଗେଟ୍ରେ ପୁଣି ପାକିସ୍ତାନ । କହିଲେ ପଛପଟୁ ଯଦି ପାକିସ୍ତାନ ଆକ୍ରମଣ କରେ ତେବେ ଚୁପ୍ ରହିବନି ଭାରତ । ଭାରତକୁ…

କାଠୁଆ ଓ ଉନ୍ନାବ ମାମଲା, ମନମୋହନ ସିଂ କହିଲେ ମୋଦି ମୋତେ ଦେଇଥିବା ପରାମର୍ଶ ନିଜେ ଗ୍ରହଣ କରନ୍ତୁ

463 Viewsପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କାଠୁଆ ଓ ଉନ୍ନାବ ବଳାକ୍ରାର ମାମଲାରେ ଦୀର୍ଘ ସମୟ ପରେ ମୁହଁ ଖୋଲିଛନ୍ତି । ମନମୋହନ ସିଂ…