Sun. May 10th, 2026

2018

ଦୁଷ୍କର୍ମ ଅଭିଯୋଗ ଲଗାଇବା ପରେ ରାକ୍ଷୀଙ୍କୁ ନେଇ ଏଭଳି ଖୁଲାସା କଲେ ତନୁଶ୍ରୀ ଦତ୍ତା, କହିଲେ; ଶାରୀରିକ ସଂପର୍କ ଏବଂ ଟଙ୍କା ପାଇଁ ଭୋକିଲା ରାକ୍ଷୀ!

309 Viewsମୁମ୍ବାଇ, ଅକ୍ଟୋବର ୩୦ : କିଛି ଦିନ ତଳେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ…

୨୦୦୮ ମାଲଗାଁଓ ବିସ୍ଫୋରଣ ମାମଲାରେ କର୍ଣ୍ଣେଲ ପୁରୋହିତଙ୍କ ସହିତ ୬ ଜଣଙ୍କ ଉପରେ ଅଭିଯୋଗ ସ୍ଥିର

207 Viewsନୂଆଦିଳ୍ଲୀ, ଅକ୍ଟୋବର ୩୦ : ୨୦୦୮ରେ ମାଲଗାଁଓରେ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଲେପ୍ଟନାଂଟ କର୍ଣ୍ଣେଲ ପୁରୋହିତଙ୍କ ପିଟିସନକୁ ରାଷ୍ଟ୍ରୀୟ ଯାଂଚ ଏଜେନ୍ସୀ (ଏନଆଇଏ)…

ଉଚ୍ଚତମ ନ୍ୟାୟାଳୟର ନ୍ୟାୟଧିଶ ପଦ ପାଇଁ ଟ୍ରମ୍ପ ନେଲେ ଭାରତୀୟ ମହିଳାଙ୍କ ସାକ୍ଷାତକାର

197 Viewsନୂଆଦିଲ୍ଲୀ, ଅକ୍ଟୋବର ୩୦, : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାସିଂଟନ ଡିସିର ସଂଘୀୟ ଅପୀଲିୟ ଅଦାଲତରେ ଉଚ୍ଚତମ ନ୍ୟାୟାଳୟର ନ୍ୟାୟଧୀଶ ପଦ…

ମନୋହର ପାରିକରଙ୍କ ଉପରେ କଂଗ୍ରେସ ନେତାଙ୍କ ଲଜ୍ଜାଜନକ ମନ୍ତବ୍ୟ, କହିଲେ ଶ୍ରାଦ୍ଧ କରାଯାଉ

158 Viewsଗୋଆ, ଅକ୍ଟୋବର ୩୦ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ପାକସ୍ଥଳୀ କର୍କଟରେ ପୀଡିତ ଅଛନ୍ତି । ଆମେରିକା ପରେ ନୂଆଦିଲ୍ଲୀ ଏମସରେ…

ବିହାରାର ବାହୁବଳୀ ନେତା ମହମ୍ମଦ ଶ।ହାବୁଦ୍ଧିନଙ୍କୁ ଝଟକା , ସୁପ୍ରିମକୋର୍ଟ କାଏମ ରଖିଲା ଆଜୀବନ କାର।ଦଣ୍ଡ

204 Viewsନୂଆଦିଲ୍ଲୀ, ଅକ୍ଟୋବର ୩୦: ବିହାରର ବାହୁବଳୀ ନେତା ମୋହମ୍ମଦ ଶ।ହାବୁଦ୍ଧିନଙ୍କୁ ସୁପ୍ରିମ କୋର୍ଟରୁ ବଡ ଝଟକା ଲାଗିଛି । ସିୱାନରେ ଦୁଇ ଭାଇଙ୍କୁ…

ନ୍ୟାସନାଲ ପାର୍କରେ ୮୦୦ ଫୁଟ ଉଚ୍ଚରୁ ଖସିପଡି ଭାରତୀୟ ଦମ୍ପତିଙ୍କ ମୃତ୍ୟୁ

203 Viewsନୂଆଦିଲ୍ଲୀ, ଅକ୍ଟୋବର ୩୦ : ଆମେରିକା କାଲିଫର୍ଣ୍ଣିୟା ସ୍ଥିତ ୟୋସେମାଇଟ୍ ନ୍ୟାସନାଲ ପାର୍କରେ ପ୍ରସିଦ୍ଧ ଓବରଲୋକରୁ ଖସି ଦୁଇ ଭାରତୀୟ ଦମ୍ପତିଙ୍କ ମୃତ୍ୟୁ…

ବାଂଲାଦେଶର ପୂର୍ବତନ ପିଏମ ଖାଲିଦା ଜିଆଙ୍କୁ ପୁଣି ଝଟକା: ୫ ବର୍ଷର ସଜା ବଢାଇ ୧୦ ବର୍ଷ କଲା ହାଇକୋର୍ଟ

175 Viewsନୂଆଦିଲ୍ଲୀ, ଅକ୍ଟୋବର ୩୦, : ଭ୍ରଷ୍ଟାଚାର ମାମଲାରେ ସଜା କାଟୁଥିବା ବାଙ୍ଗଲାଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଖାଲିଦା ଜିଆଙ୍କ ସମସ୍ୟା କମିବା ବଦଳରେ ବଢିବାରେ…

ମାଓବାଦୀଙ୍କ ଆକ୍ରମଣରେ ସହିଦ ସୁରକ୍ଷାକର୍ମୀ ଓ ଓଡିଆ ସାମ୍ବାଦିକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ

297 Viewsଭୁବନେଶ୍ୱର, ଅକ୍ଟୋବର ୩୦: ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଆରନପୁର ନିକଟରେ ମାଓବାଦୀ ଆକ୍ରମଣରେ ପ୍ରାଣବଳି ଦେଇଥିବା ଦୁଇ ସୁରକ୍ଷାକର୍ମୀ ଓ ଓଡିଆ ସାମ୍ବାଦିକଙ୍କ…