Thu. May 7th, 2026

2018

୩ ମାଓବାଦୀଙ୍କ ପୁଲିସ ଏନକାଉଣ୍ଟର ପ୍ରତିବାଦରେ ଆଜି ମାଓବାଦୀଙ୍କ ମାଲକାନଗିରି ବନ୍ଦ ଡାକରା

191 Viewsମାଲକାନଗିରି, ୨୦/୧୧: ମାଓବଦୀମାନଙ୍କ ପକ୍ଷରୁ ଆଜି ଦିଆଯାଇଛି ମାଲକାନଗିରି ବନ୍ଦ ଡାକରା। ମାଓବାଦୀଙ୍କ ବନ୍ଦ ଡାକରା ଯୋଗୁଁ ସମଗ୍ର ଜିଲ୍ଲାରେ ସରକାରୀ ବସ…

ପୁଲଗାଁଓସ୍ଥିତ ସେନା ଗୋଳାବାରୁଦ ଗୋଦାମ ନିକଟରେ ବିସ୍ଫୋରଣ, ୪ ମୃତ, ୬ ଗୁରୁତର

177 Viewsପୁଲଗାଁଓ, ୨୦/୧୧: ମହାରାଷ୍ଟ୍ରର ଓ୍ଵାର୍ଧା ଜିଲ୍ଲା ପୁଲଗାଁଓସ୍ଥିତି ସେନାର ଗୋଳାବାରୁଦ ଗୋଦାମରେ ଆଜି ସକାଳେ ଆକସ୍ମିକ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ…

୬୧ ବର୍ଷୀୟା ବୃଦ୍ଧାଙ୍କୁ ଅଚେତ ହେବାର ଇଂଜେକ୍ସନ୍‌ ଦେଇ କଂପାଉଣ୍ଡରଙ୍କ ଦୁଷ୍କର୍ମ

184 Viewsମେରଟ୍‌ , ୨୦/୧୧ : ଉତ୍ତର ପ୍ରଦେଶର ମେରଟ ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କୁ…

ଏକ୍‌ସପ୍ରେସ ଟେନ୍‌ ରହଣି ଦାବିରେ ରେଳରୋକ, ଅଟକିଲା, ଡିଏମୟୁ, ପୁରୀ- ଗାନ୍ଧୀଧାମ ଏକ୍ସପ୍ରେସ

313 Viewsନୂଆପଡ଼ା, ୨୦/୧୧ : ଜିଲ୍ଲା ସଦର ମହକୁମା ହୋଇଥିବା ସତ୍ତ୍ୱେ କୌଣସି ଏକ୍ସପ୍ରେସ ଟ୍ରେନ୍‌ ରହୁ ନ ଥିବା ପ୍ରତିବାଦରେ ଆଜି ନୂଆପଡ଼ା…

ଜିଲା କଂଗ୍ରେସ ପକ୍ଷରୁ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜୟନ୍ତୀ ପାଳିତ

204 Viewsରାଉରକେଲା, ୨୦ା୧୧ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଉତ୍ସବ ବିଭିନ୍ନ କାର୍ଯକ୍ରମ ମାଧ୍ୟମରେ ମହାସମାରୋହରେ…

ସେଲ୍ର ଉତ୍ପାଦନ ଓ ଉତ୍ପାଦକତା ବୈଠକରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା – ଆର୍ଏସ୍ଏସ୍

183 Viewsରାଉରକେଲା, ୨୦ା୧୧ : ସେଲ୍ର ୫୮ତମ ଉତ୍ପାଦନ ଓ ଉତ୍ପାଦକତା ବୈଠକ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇଏନ୍ଟିୟୁସି…

ବେଦବ୍ୟାସ ଗୋଶାଳାରେ ଗୋପାଷ୍ଟମୀ ଓ ଅନ୍ନକୁଟ ମହୋତ୍ସବ ପାଳିତ

252 Viewsରାଉରକେଲା, ୨୦ା୧୧ : ବେଦବ୍ୟାସ ସ୍ଥିତ ବେଦବ୍ୟାସ ଗୋଶାଳାରେ ଗୋପାଷ୍ଟମୀ ଓ ଅନ୍ନକୁଟ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗୋପାଷ୍ଟମୀ ଉତ୍ସବରେ…

ଆରଏସପି ଦ୍ୱାରା ଇସ୍ପାତ କାରଖାନା ଦ୍ୱାରା ପାଶ୍ୱର୍ାଞ୍ଚଳ ଗ୍ରାମୀଣ ମହିଳାଙ୍କୁ ଛତୁଚାଷ ଓ ମଞ୍ଜି ଉତ୍ପାଦନ ଉପରେ ତାଲିମ ପ୍ରଦାନ

198 Viewsରାଉରକେଲା, ୨୦ା୧୧ : ଆର୍ଏସ୍ପିର ସିଏସଆର ବିଭାଗ ଦ୍ୱାରା ସେକ୍ଟର ୨୦ ସ୍ଥିତ ପାଶ୍ୱର୍ାଞ୍ଚଳ ବିକାଶ ପ୍ରତିଷ୍ଠାନ ଠାରେ ପାଶ୍ୱର୍ାଞ୍ଚଳ ଗ୍ରାମୀଣ ମହିଳାଙ୍କ…