Sun. Oct 4th, 2026

September 2018

ରୌପ୍ୟ ପଦକ ପ୍ରାପ୍ତ ଭାରତୀୟ ମହିଳା ହକି ଦଳରେ ପ୍ରତିନିଧିତ୍ୱ କରୁଥିବା ଜିଲାର ୪ ମହିଳା ହକି ଖେଳାଳୀଙ୍କୁ ଆଦର୍ଶ ଯୁବ ପରିଷଦର ଅଭିନନ୍ଦନ

216 Viewsରାଉରକେଲା, ୪ା୯ : ଜାକର୍ତ୍ତା ଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗତାରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତୀୟ ମହିଳା ହକି…

ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ଇନ୍ଦିରା ନାୟକ ମନୋନୀତ

231 Viewsରାଉରକେଲା, ୪ା୯ : ବିଜୁ ମହିଳା ଦଳର ରାଜ୍ୟ ସଭାନେତ୍ରୀ ପ୍ରମିଳା ମଲ୍ଲିକ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳର…

ନବୀନ ପଟ୍ଟନାୟକଙ୍କ ସ୍ୱାଭିମାନ ଅଞ୍ଚଳରେ ରାସ୍ତା ନିର୍ମାଣ କେବେ।  କାନ୍ଧରେ ବୁହା ହଉଛନ୍ତି ଗର୍ଭବତୀ ଓ ରୋଗୀ।  ବିଏସ୍ଏ‌ଫ୍‌ ଯବାନ ବଞ୍ଚାଇଲେ ଗର୍ଭବତୀଙ୍କ ଜୀବନ……..

240 Viewsମାଲକାନଗିରି ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଛି ବିଏସଏଫ ଯବାନଙ୍କ ମହାନତା। ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସରେ ଚିତ୍ରକୋଣ୍ଡା ଡାକ୍ତରଖାନା ପର୍ଯ୍ୟନ୍ତ ଆଣି…

କଲେଜ ଭିତ୍ତିଭୂମି ବିକାଶ ପାଇଁ ଦେଢ କୋଟି ; ସରକାରୀ ମାନ୍ୟତା ଗୁଜବ।

320 Viewsମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳିଥିବା ନେଇ କଲେଜ ଅଧ୍ୟାପକ ମାନେ ଗୁଜବ ସୃଷ୍ଟି କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ମାନ୍ୟବର…

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ୩ ମାଓବାଦୀ ସମେତ ୪ ମୃତ।

245 Viewsମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଜଳଭଣ୍ଡାରରେ ଦେଶୀ ଡ଼ଙ୍ଗା ବୁଡ଼ି ୩ ମାଓବାଦୀଙ୍କ ସମେତ ୪ ଜଣ ମୃତ୍ୟୁବରଣ କରିଥିବା…

୨୦୧୯ ନିର୍ବାଚନ ପାଇଁ ଭୋଟର ତାଲିକା ଘୋଷଣା। ବୁଥ ସଂଖ୍ୟା ବୃଦ୍ଧି ପାଇ ୫୪୦ ହୋଇଛି

301 Viewsମାଲକାନଗିରି ଜିଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ ୨୦୧୯ ନିର୍ବାଚନ ପାଇଁ ଚୁଡାନ୍ତ ଭୋଟର…

ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତିଲେ ବୃଦ୍ଧ

239 Viewsରାଉରକେଲା, ୪ା୯ : ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ବୃଦ୍ଧ ଆତ୍ମହତ୍ୟା କରିବା ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି ।…