Sun. Jul 26th, 2026

୨୦୧୯ରେ ମୁମ୍ବାଇର ବ୍ୟବସାୟୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ

387 Views

୨୦୧୯ରେ ସେ ମୁମ୍ବାଇର ଜଣେ ବ୍ୟବସାୟୀ ବିକ୍କୀ ଜୈନ୍‌ଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଦୁହିଁଙ୍କୁ ଅନେକ ପାର୍ଟିରେ ଦେଖା ଯାଇ ସାରିଥିବା ବେଳେ ଏବେ ଦୁହିଁଙ୍କ ବିବାହର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅଙ୍କିତାଙ୍କ ପ୍ରବକ୍ତା ଏହି ଖବରକୁ ଗୁଜବ ବୋଲି କହିଛନ୍ତି । ତେବେ କ’ଣ ସତ ତାହା ଭବିଷ୍ୟତରେ ଜଣାପଡ଼ିବ ।

By amfnews

Related Post