Thu. Oct 1st, 2026

୧୦ ଡିଗ୍ରିକୁ ଖସିଲା ଦାରିଙ୍ଗବାଡ଼ି

237 Views

ଭୁବନେଶ୍ବର : ପୁଣି ଖସିଲା ଦାରିଙ୍ଗବାଡ଼ି ପାରଦ। ମଙ୍ଗଳବାର ରାତିରେ ଏଠାରେ ଚଳିତ ବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ କରାଯାଇଛି। ଆଉ ୫ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଆସିଛି। ସୁନ୍ଦରଗଡ଼ ୧୧.୫, ଅନୁଗୁଳ ୧୨, ଫୁଲବାଣୀ୧୨.୫, ଟିଟିଲାଗଡ଼ ୧୨.୬ ଓ କୋରାପୁଟରେ ୧୩.୬ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ଼ କରାଯାଇଛି। ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ।

By amfnews

Related Post