Sat. Sep 26th, 2026

ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ

330 Views

ବଲାଙ୍ଗୀର, ଡିସେମ୍ବର ୩: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଆଜି ବଲାଙ୍ଗୀର ଓକିଲ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବାଏହି ବନ୍ଦ ପାଳନ ଯୋଗୁଁ ବଲାଙ୍ଗୀର ସହର ଦେଇ ଯାନବାହାନ ଚଳାଚଳ ବନ୍ଦ ବନ୍ଦ କରିଛି। ସ୍କୁଲ, କଲେଜ, ସରକାରୀ, ବେସରକାରୀ ପ୍ରତିଷ୍ଠାନମାନ ବନ୍ଦ ଥିବା ବେଳେ ସମଗ୍ର ବଲାଙ୍ଗୀର ସହରରେ ଦୋକାନବଜାର ବନ୍ଦ ରହିଛି। ବଲାଙ୍ଗୀର ଷ୍ଟେସନ ଠାରେ ବଲାଙ୍ଗୀର ଓକିିଲ ସଂଘ ପକ୍ଷରୁ ରେଳରୋକ ମଧ୍ୟ କରାଯାଇଛି।

By amfnews

Related Post