Sat. May 11th, 2024

ସୁନ୍ଦରଗଡ଼ ଯିବାକୁ ହେଲେ ଦରକାର RTPCR ନେଗେଟିଭ ରିପୋର୍ଟ

By amfnews Apr 13, 2021 #Featured
130 Views

ସୁନ୍ଦରଗଡ଼ , ଏପ୍ରିଲ ୦୮ : ଏବେ ସୁନ୍ଦରଗଡ଼ ଜିଲ୍ଲାକୁ ଯିବାକୁ ହେଲେ ଦରକାର କୋଭିଡ ନେଗେଟିଭ ରିପୋର୍ଟ । ଜିଲ୍ଲାରେ ପ୍ରବେଶ କରିବାକୁ ହେଲେ ଦରକାର  ଆରଟିପିସିଆର ରିପୋର୍ଟ।  ଜିଲ୍ଲାରେ କରୋନା ମାମଲା ବଢୁ ଥିବାରୁ ପ୍ରଶାସନ ଏହି ନିଷ୍ପତି ନେଇଛି

ସୂଚନାଅନୁସାରେ, ଜିଲ୍ଲାରେ ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବାକୁ ଏପରି କଡା ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।

ସୂଚନାଯୋଗ୍ୟ, ଏବେ ଦିନକୁ ପ୍ରାୟ ୮ ସହ ଟେଷ୍ଟ କରଯାଉଛି। ରେଳ ଷ୍ଟେସନ୍ ସମେତ ଜନ ଗହଳି ପୂର୍ଣ ଅଂଚଳରେ ନଜର ରଖା ଯାଇଛି । ସେହିପରି ରାଉରକେଲା ସହରରେ ବିଭିନ୍ନ ହସ୍ପିଟାଲକୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆ ଯାଇଛି ।

By amfnews

Related Post