Sun. Oct 18th, 2026
227 Views

ଗୁଣୁପୁର : ସୀମା ପାର କଲା ସାବତ ମା’ର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ ଦେଲା କଡ଼ା ଶାସ୍ତି। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ଉକୁମ୍ବା ଅଞ୍ଚଳରେ।

ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିଜ ସାବତ ପୁଅକୁ ଚେଙ୍କ ଦେଇଥିବା ନେଇ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଶିଶୁ ସୁରକ୍ଷା ୟୁନିଟ୍ ଅନୁସନ୍ଧାନ କରିବା ସହ ଥାନାରେ ଏତଲା ଦେଇଥିଲେ। ଏହା ପରେ ପୁଲିସ୍ ଅଭିଯୁକ୍ତ ବାପା, ସାବତ ମାଆଙ୍କୁ ଥାନାକୁ ନେଇ ପଚରାଉଚରା କରିଛି।

By amfnews

Related Post