Thu. Jul 23rd, 2026

ସମୁଦ୍ରକୂଳକୁ ବୁଲିବାକୁ ଆସି ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଧରାପଡ଼ିଲେ ପର୍ଯ୍ୟଟକ

216 Views

ନୂଆଦିଲ୍ଲୀ: ସମୁଦ୍ରକୂଳରେ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଦୁଇ ପର୍ଯ୍ୟଟକଙ୍କୁ ପୁଲିସ ଗିରଫ କରିଛି। ଏଭଳି ଏକ ଘଟଣା ଥାଇଲାଣ୍ଡ ପଟାୟା ସମୁଦ୍ର କୂଳରେ ଘଟିଥିବା ଜଣାପଡ଼ିଛି। ଗିରଫ ଦୁଇ ପର୍ଯ୍ୟଟକଙ୍କ ନାମ ରୋମନ୍‌ ଗ୍ରେଗୋରେନକୋ(୨୬ ବର୍ଷ) ଓ ଡରିଆ ବିନୋଗ୍ରାଦୋବା(୧୯) ବୋଲି ଜଣାପଡ଼ିଛି।

Image result for couple-arrested-fined-make-out-broad-daylight-tsta

ପ୍ରକାଶିତ ରିପୋର୍ଟ ମୁତାବକ, ରୋମନ୍‌ ଗ୍ରେଗୋରେନକୋ ଓ ତାଙ୍କ ସାଥୀ ଡରିଆ ବିନୋଗ୍ରାଦୋବା ଋଷରେ ବସବାସ କରନ୍ତି। ଗତ ଶନିବାର ଦୁହେଁ ଋଷରୁ ଥାଇଲାଣ୍ଡ ଛୁଟି କାଟିବା ପାଇଁ ଯାଇଥିଲେ। ସେଠାରେ ଦୁହେଁ କିଛି ସମୟ ସମୁଦ୍ର କୂଳରେ ବସିଥିଲେ। ଦିନ ପାଖାପାଖି ୩.୩୦ ହେବ ଦୁହେଁ ସମୁଦ୍ରକୂଳରେ ହଠାତ ଆପତ୍ତିଜନକ କାମ କରିବା ଆରମ୍ଭ କରି ଦେଇଥିଲେ। ଦୁହିଁଙ୍କୁ ଏଭଳି ଅବସ୍ଥାରେ ଦେଖି ଅନ୍ୟମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ପଟାୟା ପୁଲିସ ଷ୍ଟେସନ୍‌କୁ ନେଇଥିଲା। ରୋମନ୍‌ ଗ୍ରେଗୋରେନକୋ ଓ ଡରିଆ ବିନୋଗ୍ରାଦୋବା ଉପରେ ଜରିମାନା ଲାଗୁ କରିବା ସହିତ ପାର୍ଣ୍ଣୋଗ୍ରାଫିକ୍‌ ଆକ୍ଟ ଉଲଂଘନ ନେଇ ପୁଲିସ ମାମଲା ରୁଜୁ କରିଛି।

नशे में मशहूर बीच पर दिन में संबंध बनाने लगे टूरिस्ट, हुए अरेस्ट

ପୁଲିସ ସୂତ୍ରରୁ ପ୍ରକାଶ, ସମୁଦ୍ରକୂଳରେ ଦୁହେଁ ଅତ୍ୟଧିକ ମଦପାନ କରିଥିଲେ। ନିଶାଗ୍ରସ୍ତ ହେବା ପରେ ଦୁହେଁ ଏଭଳି ଆପତ୍ତିଜନକ କାମ କରିବା ଆରମ୍ଭ କରିଥିଲେ। ସେହି ସମୟରେ ସେ ସ୍ଥାନରେ ଅନ୍ୟ କେହି ଉପସ୍ଥିତ ନଥିଲେ।

ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ବି ଏକ ପ୍ରେମୀଯୁଗଳ ପାର୍କରେ ଓ ଆଉ ଏକ ପ୍ରେମୀଯୁଗଳ ବସ୍‌ ଭିତରେ ଶାରୀରିକ ସମ୍ପର୍କ ରଖିଥିବା ନଜର ଆସିଥିଲେ।

By amfnews

Related Post