Sun. Oct 4th, 2026

ମାନସିକ ରୋଗ ପାଇଁ ମିଳିବ ସ୍ୱାସ୍ଥ୍ୟ ବୀମା

271 Views

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା କମ୍ପାନି ଗୁଡ଼ିକ ଆଗାମୀ ଦିନରେ ମାନସିକ ରୋଗ ପାଇଁ ବୀମା ସୁବିଧା ପ୍ରଦାନ କରିବେ। ଏହି ରୋଗକୁ ବୀମା ପରିସରଭୁକ୍ତ କରିବା ପାଇଁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ପକ୍ଷରୁ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ମାନସିକ ସ୍ୱାସ୍ଥ୍ୟସେବା ଆଇନ ୨୦୧୭ ଚଳିତବର୍ଷ ମେ ୨୯ରୁ କାର୍ଯ୍ୟକାରୀ ହୋଇଛି।  ଏହି ଆଇନରେ ଶାରୀରିକ ରୋଗ ପାଇଁ ଯେଭଳି ବୀମା ସୁବିଧା ଯୋଗାଇ ଦିଆଯାଉଛି ମାନସିକ ରୋଗ ପାଇଁ ମଧ୍ୟ ସେଭଳି ବୀମା ସୁବିଧା ଯୋଗାଇ ଦିଆଯାଉ ବୋଲି କୁହାଯାଇଛି।

By amfnews

Related Post