Sat. Oct 3rd, 2026

ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ୭ଟି ଅଫୁଟା ବୋମା ଉଦ୍ଧାର

261 Views

ମାଲକାନଗିରି, ଅକ୍ଟୋବର ୨୦ : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଜବାନଙ୍କୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ ଜବାନଙ୍କ ଦ୍ୱାରା ୭ଟି ଅଫୁଟା ବୋମା ଓ ଲ୍ୟାଣ୍ଡମାଇନ ଜବତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି । ଯୋଡ଼ାମ୍ବ ଥାନା ଟୁଟୁଗନ୍ଧି ପୁରୁଣା ପୋଲରୁ ନିକଟରୁ ଏହି ବୋମା ଜବତ ହୋଇଛି। ବିସ୍ଫୋରଣ ପାଇଁ ମାଓବାଦୀ ଏହାକୁ ଲଚୁାଇ ରଖିଥିବା ନେଇ ସନ୍ଦେହ କରାଯାଉଛି ବୋଲି ସୂଚନା ମିଳିଛି ।ବୋମା ମିଳିବା ପରେ ସୁରକ୍ଷାବାହିନୀଙ୍କ ପକ୍ଷରୁ କମ୍ୱିଂ ଅପରେସନ ଜୋରଦାର କରାଯାଇଛି ।

By amfnews

Related Post