Mon. May 20th, 2024

ଭୁବନେଶ୍ୱରରେ ପହଞ୍ଚିଲା ୨୦ ହଜାର ଡୋଜ କରୋନା ଟୀକା କୋଭାକ୍ସିନ

By amfnews Jan 13, 2021 #Featured
159 Views

ଭୁବନେଶ୍ୱର, ଜାନୁଆରୀ ୧୩ : କୋଭିସିଲ୍ଡ ପରେ ରାଜ୍ୟରେ ପହଞ୍ଚିଲା କୋଭାକ୍ସିନ ଟୀକା । ଭୁବନେଶ୍ୱରରେ ପହଞ୍ଚିଲା ୨୦ ହଜାର ଡୋଜ କରୋନା ଟୀକା କୋଭାକ୍ସିନ   ।

ଭାରତ ବାୟୋଟେକ ଓ ICMR ଦ୍ୱାରା ପ୍ରସ୍ତୁତ ଟୀକା କୋଭାକ୍ସିନ ଆଜି ଭୁବନେଶ୍ୱରରେ ପହଞ୍ଚିଛି । ହାଇଦ୍ରାବାଦରୁ ଆସି ଭୁବନେଶ୍ବରରେ ପହଞ୍ଚିଲା ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟୀକା ।  ପ୍ରଥମ ପର୍ଯ୍ୟାୟରେ ଆସିଲା ୨୦ହଜାର ଡୋଜ୍ । ଗତକାଲି କରୋନା ଟିକା କୋଭିସିଲ୍ଡ ଭୁବନେଶ୍ୱରରେ ପହଞ୍ଚିଥିଲା । 

By amfnews

Related Post