Fri. Oct 16th, 2026

ବିଶ୍ୱର ସବୁଠାରୁ ହ୍ୟାଣ୍ଡସମ୍‌ ଅଭିନେତାଙ୍କ ତାଲିକାରେ ନମ୍ବର ଓ୍ଵାନ୍‌ ହେଲେ ଏହି ବଲିଉଡ ସୁପରଷ୍ଟାର୍‌

329 Views

ରିତିକ ରୋଶନ୍‌ କେବଳ ଭାରତରେ ଲୋକପ୍ରିୟ ନୁହଁନ୍ତି ବରଂ ବିଦେଶରେ ବି ଖୁବ୍‌ ଚର୍ଚ୍ଚିତ ।୨୦୧୮ରେ ଟପ୍‌ ଟେନ୍‌ ତାଲିକାରେ ଥିବା ଅନ୍ୟ ଅଭିନେତାମାନେ ହେଲେ ରବର୍ଟ ପାଟିନସନ୍‌,ଟମ୍‌ ହିଡଲଷ୍ଟନ୍‌,ହେଜେରୀ କେବିଲ, ଜୋହ ମିଲ୍‌ସ,କ୍ରିସ ମିଲ୍‌ସ,କ୍ରିସ୍‌ ଏଭେନ୍‌ସ ଓ ଡେଭିଡ଼୍‍ ବୋରିୟାନ୍‌ସ।ଏହା ପୂର୍ବରୁ ୨୦୧୧-୧୨ ବର୍ଷ ମଧ୍ୟରେ ରିତିକ୍‌ ରୋଶନ୍‌ ବିଶ୍ୱର ସବୁଠାରୁ ସେକ୍ସି ଟପ୍‌ ୫୦ ଜଣ ଏସୀୟ ପୁରୁଷଙ୍କ ତାଲିକାରେ ମଧ୍ୟ ଟପ୍‌ରେ ଥିଲେ।


ରିତିକ୍‌ ରୋଶନ୍‌ ‘କହୋ ନା ପ୍ୟାର୍‌ ହେ’ସିନେମା ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏ ବର୍ଷ ରିତିକଙ୍କ ଅଭିନୀତ ନୂଆ ସିନେମା ‘ସୁପର-୩୦’ ରିଲିଜ୍‌ ହେବ।ଏହାର କଥାବସ୍ତୁ ବିହାରର ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ।

By amfnews

Related Post