Sun. Oct 18th, 2026

ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଆଜି

226 Views

ଭୁବନେଶ୍ୱର : ରାଜ୍ୟସଭାରେ ଖାଲି ପଡ଼ିଥିବା ଓଡ଼ିଶାର ୪ଟି ଆସନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଆଜି ଅପରାହ୍ନ ୩ଟାବେଳେ ରିଟର୍ଣ୍ଣିଂ ଅଫିସର ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବେ।

ଓଡ଼ିଶାର ଚାରିଜଣ ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବାରୁ ଏହି ଚାରି ପ୍ରାର୍ଥୀ ରାଜ୍ୟସଭାକୁ ଯିବା ସ୍ପଷ୍ଟ ହୋଇଛି।

By amfnews

Related Post