Tue. May 14th, 2024

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀ ସମେତ ଦେଶର ୮ଟି ବେଳାଭୂମିରେ ଉଡିବ ବ୍ଲୁ ଫ୍ଲାଗ୍

By amfnews Dec 28, 2020 #Featured
140 Views

ପୁରୀ ,ଡିସେମ୍ବର 28 : ପୁରୀ ସମୁଦ୍ର ବେଳାଭୂମିକୁ ଆହୂରୀ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବା ପାଇଁ ବିଭିନ୍ନ କାର୍ଯ୍ୟ କରାଯାଉଛି । ତେବେ ପୁରୀ ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିବା ପରେ ଆଜି ପୁରୀ ସମେତ ଦେଶର ୮ଟି ବେଳାଭୂମିରେ ବ୍ଲୁ ଫ୍ଲାଗ୍ ଉତ୍ତୋଳନ କରିବେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ।

ଦିନ ୧୧ଟାରେ ଦେଶର ୮ଟି ବ୍ଲୁ ଫ୍ଲାଗ୍ ବିଚ୍ ରେ ଏହି ଉତ୍ସବ ଏକା ସାଙ୍ଗରେ ଅନୁଷ୍ଠିତ ହେବ । ଯାହାଫଳରେ ଏହା ଅଧିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।

ତେବେ କରୋନା ମହାମାରୀ ପାଇଁ ବନ୍ଦ ଥିବା ଜଗନ୍ନାଥ ମନ୍ଦିର ଧିରେ ଧିରେ ଖୋଲିବାକୂୁ ବସିଲାଣି ତେଣୁ ଏଠାରେ  ଧିରେ ଧିରେ ଏଠାରେ ପର୍ଯ୍ୟଟକ ମାନଙ୍କ ସୁଅ ଛୁଟୁଛି । 

By amfnews

Related Post