Sun. Oct 18th, 2026

ନୟାଗଡ଼ରୁ ଆସିଥିବା କରୋନା ସନ୍ଦିଗ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

311 Views

ଭୁବନେଶ୍ୱର : ନୟାଗଡ଼ରୁ ଆସିଥିବା କରୋନା ସନ୍ଦିଗ୍ଧ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କୁ ଚାରି ଦିନ ହେବ ଥଣ୍ଡା ଓ ଜ୍ୱର ହୋଇଛି। ସେ ଏବେ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତି। ଆଜି ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଆରଏମ୍‌ସିକୁ ପଠାଯାଇଛି।

ଗତକାଲି ନୟାଗଡ଼ର ଜଣେ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ତାମିଲନାଡ଼ୁରେ ରହି କାମ କରୁଥିଲେ। ତେବେ ସେଠାରୁ ଫେରିବା ପରେ ତାଙ୍କୁ ଜ୍ୱର ଓ କାଶ ହେବାରୁ ଭାପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ କ୍ୟାପିଟାଲ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

By amfnews

Related Post