Thu. Oct 15th, 2026

ଡେପୁଟି ରିଲିଫ କମିଶନରଙ୍କ ସୂଚନା: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ

344 Views

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିଛି, ହେଲେ ବନ୍ୟା ସ୍ଥିତି ନାହିଁ। ଲଗାଣ ବର୍ଷା ସ୍ଥିତି ନେଇ ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ସ୍ଥିତି ଖରାପ ନଥିଲେ ବି ପାଣି ଜମି ରହିଛି। ସେହିପରି ପୁରୀରେ ୩୦୫ ମିମି ବର୍ଷା ହୋଇ ସହର ଜଳମଗ୍ନ ହୋଇପଡିଛି। ସୁବର୍ଣ୍ଣରେଖାର ଜାମସଳା ନିକଟରେ ଜଳସ୍ତର କମୁଛି। ସେହିପରି ଜଳକା ବିପଦ ସଂକେତ ଉପରେ ଥିଲେ ବି କ୍ଷୟକ୍ଷତି ହେବନି ବୋଲି ଡେପୁଟି ରିଲିଫ କମିଶନର କହିଛନ୍ତି।

ଏଥିସହ ବର୍ଷା ପାଇଁ ପୂର୍ବରୁ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି ବୋଲି ସେ କହିଛନ୍ତ

By amfnews

Related Post