Mon. May 20th, 2024

ଗଜପତି ଜିଲ୍ଲାରେ ପ୍ରାୟ ୧୮ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

By amfnews Jan 11, 2021 #Featured
90 Views

ଭୁବନେଶ୍ୱର, ଜାନୁଆରୀ ୧୧ :  ଗଜପତି ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରୁଛି ପୋଲିସ ଓ ଅବକାରୀ ବିଭାଗ । ମୋହନା ଥାନା ଢେପାଗୁଡା ପଞ୍ଚାୟତ ଯୁଗାଢ଼ିଆ ଗାଁ ନିକଟରେ ୯୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।  ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

କିଛି ଦିନ ହେଲା ଯୁଗାଢ଼ିଆ ଗାଁରେ ଗଞ୍ଜେଇ ଚାଷ ଚାଲିଥିବା ନେଇ ପୋଲିସ ଓ ଅବକାରୀ ବିଭାଗ ଖବର ପାଇଥିଲେ । ଉଭୟ ଟିମ୍‌ ମିଳିତ ଭାବେ ଚଢାଉ କରି ପ୍ରାୟ ୯୧ ଏକରର ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୧୮କୋଟି ଟଙ୍କା ହେବ । 

By amfnews

Related Post