Thu. Sep 3rd, 2026

ଗଜପତି: କାଜୁ ବାଦାମଗଛରେ ଅଚିହ୍ନା ଶବ

354 Views

ଗଜପତି, ଡିସେମ୍ବର ୦୨: ରବିବାର ଦିନ ନୂଆଗଡ଼ ବ୍ଲକ୍‌ ପରିମଳ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟ ପାର୍ଶ୍ୱବର୍ତ୍ତୀ ଜଙ୍ଗଲିଆ ଅଞ୍ଚଳରେ ଥିବା ଗୋଟାଏ କାଜୁ ବାଦାମଗଛରେ ଏକ ଝୁଲନ୍ତା ଶବ ମିଳିଛି।

ଶବଟିର ବେକରେ ଗାମୁଛା ଭିଡ଼ା ହୋଇ କାଜୁଡାଳରେ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିଛନ୍ତି। ଗଳିତ ଶବରୁ ପୋକ ବାହାରୁଛନ୍ତି।ଅଚିହ୍ନା ଯୁବକଟିକୁ କେହି ହତ୍ୟା କରି, ଆତ୍ମହତ୍ୟା ରୂପ ଦେବା ପାଇଁ ଏଠାରେ ଝୁଲାଇ ଦେଇଥାଇ ପାରନ୍ତି ବୋଲି ଦେଖଣାହାରିମାନେ ଅନୁମାନ କରୁଛନ୍ତି।

By amfnews

Related Post