Mon. May 20th, 2024

କେନ୍ଦୁଝର ରେ ଅଜଣା ଗାଡି ଧକ୍କାରେ ଭଉଣୀ ମୃତ ଭାଇ ଗୁରିତର..

By amfnews Sep 30, 2018 #Featured
214 Views

କେନ୍ଦୁଝର ରେ ଅଭାବନୀୟ ଘଟଣା ଅଜଣା ଗାଡି ଧକ୍କାରେ ଭଉଣୀ ମୃତ ଭାଇ ଗୁରିତର । ସଦର ଥାନା ଧୃପଦା ମୁଣ୍ଡା ସାହିର ର ଜଗା ମୁଣ୍ଡା ଙ୍କର ୭ ବର୍ଷର ଝିଅ ପୁଟୁରୀ ମୁଣ୍ଡା ଓ ୪ ବର୍ଷର ପୁଅ କାଳୀଆ ମୁଣ୍ଡା ଆଜି ଅପରାହ୍ନରେ ଧୃପଦା ବଜାରରୁ ଅଣ୍ଡା ନେଇ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଉଭୟ ଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା ହେଲେ ଡାକ୍ତର ସେଠାରେ ପୁଟୁରୀ ଙ୍କୁ ମୃତ ଘୋଷଣା କରିଥିବା ବେଳେ କାଳୀଆ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହା ପରେ ଉତ୍ୟକ୍ତ ଲୋକ ମାନେ ଧୃପଦା ନିକଟରେ ଏକ ଓଭରବ୍ରିଜ ଦାବୀ ରେ ୨୦ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି ।

By amfnews

Related Post