Sat. Sep 5th, 2026

ଓଡ଼ିଶା ବିଧାନସଭାର ସରକାରୀ ଦଳର ଉପମୁଖ୍ୟ ସଚେତକ ହେଲେ ରୋହିତ ପୂଜାରୀ

472 Views

ଭୁବନେଶ୍ୱର: ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ରୋହିତ ପୂଜାରୀଙ୍କୁ ଓଡ଼ିଶା ବିଧାନସଭାର ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ପୂଜାରୀଙ୍କ ପୂର୍ବରୁ ଶ୍ରୀ ପ୍ରଣବ ବଳବନ୍ତ ରାୟ ଏହି ପଦବୀରେ ଥିଲେ।

By amfnews

Related Post