Wed. Sep 30th, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

256 Views

ଭୁବନେଶ୍ୱର  : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଆସିବେ। ଆସନ୍ତା ୨୭ ତାରିଖରେ ସେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ୨୭ ଓ ୨୮ ତାରିଖ ୨ ଦିନ ଓଡ଼ିଶାରେ ରହିବେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ପୁଲିସ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥବା ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ପର୍କିତ ଆଲୋଚନା ହୋଇଛି। ଏହି ବୈଠକରେ IG ଅପରେସନ୍, ADG କୋଷ୍ଟାଲ୍ ସିକ୍ୟୁରିଟି ଗୁଇନ୍ଦା ବିଭାଗ ଆଇଜି, ଗଞ୍ଜାମ SP ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି।

By amfnews

Related Post