Mon. May 13th, 2024

ଏପ୍ରିଲ୍‌ ୨ରେ କଳାହାଣ୍ଡି ଓ ୬ରେ ସୁନ୍ଦରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ମୋଦି

By amfnews Mar 31, 2019 #Featured
237 Views

ନୂଆଦିଲ୍ଲୀ: ଏପ୍ରିଲ୍‌ ୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଓଡ଼ିଶା ଆସୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ରବିବାର ଦିନ ସୂଚନା ଦେଇଛନ୍ତି।

ସେ ଦିନ ମୋଦି ସୁନ୍ଦରଗଡ଼ରେ ଗୋଟିଏ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏପ୍ରିଲ୍‌ ୨ ତାରିଖ ଦିନ ମୋଦି ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡି ଠାରେ ସାଧାରଣ ସଭାରେ ଯୋଗ ଦେବେ ବୋଲି କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇ ସାରିଛି।

By amfnews

Related Post