Thu. Oct 15th, 2026
349 Views

ଇଣ୍ଡିଆନ୍‌ ଅଏଲର ଓ୍ଵବସାଇଟ୍‌ର ସୂଚନା ଅନୁଯାୟୀ ଦିଲ୍ଲୀରେ ଆଜି ପେଟ୍ରୋଲର ମୂଲ୍ୟ ୭୫ ଟଙ୍କା ୩୯ ପଇସା,ଚେନ୍ନାଇରେ ୭୨ ଟଙ୍କା ୩୯ ପଇସା ରହିଛି। ନିକଟ ଭବିଷ୍ୟତରେ ତୈଳ ଦର ହ୍ରାସ ହେବାର ସମ୍ଭାବନା କମ୍‌ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାର କାରଣ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି । ଏହି ହେତୁ ପୁଣି ଥରେ ଭାରତରେ ଏହାର କୁପ୍ରଭାବ ପଡ଼ିଛି ଓ ପେଟ୍ରୋଲ,ଡିଜେଲର ମୂଲ୍ୟ ବୃଦ୍ଧି ଘଟିଥିବା ଜଣାଯାଇଛି।

By amfnews

Related Post