Fri. May 10th, 2024

ଆଜି ନୂଆଦିଲ୍ଲୀ ଠାରେ ନିର୍ବାଚନ କମିସନ୍‌ଙ୍କୁ ଭେଟିବେ ବିଜେଡିର ପ୍ରତିନିଧି ଦଳ

By amfnews Apr 5, 2019 #Featured
274 Views

ଭୁବନେଶ୍ୱର 5th April 2019: ଶୁକ୍ରବାର ଅପରାହ୍ଣ ୪: ୩୦ରେ ବିଜୁ ଜନତା ଦଳର ସ୍ୱତନ୍ତ୍ର ପ୍ରତିନିଧି ଦଳ ନୂଆଦିଲ୍ଲୀ ଠାରେ ଭାରତର ନିର୍ବାଚନ କମିସନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଉପସ୍ଥାପନ କରିବା ନିମନ୍ତେ ଭେଟିବେ। ବିଜୁ ଜନତା ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଏ କଥା ଗଣମାଧ୍ୟମକୁ ଜଣାଇଛନ୍ତି।

By amfnews

Related Post