Sun. May 5th, 2024

ଆଜି ଅନୁଷ୍ଠିତ ହେବ ଶ୍ରୀ ଜୀଉଙ୍କ ପଇତାଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

rout.subhashree22@gmail.com' By Subhashree Rout Apr 9, 2018 #Featured
260 Views

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିନିମନ୍ତେ ଆଜି ଶ୍ରୀଜୀଉଙ୍କ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ । ଯାହାଫଳରେ ଅପରାହ୍ନ ସାଢ଼େ ତିନିଟାରୁ ସନ୍ଧ୍ୟା ସାଢ଼େ ସାତଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ନୀତିକାନ୍ତିକୁ ସମୟ ଅନୁସାରେ ଶେଷ କରିବାର ପ୍ରସ୍ତୁତି ମଧ୍ୟ କରିଛନ୍ତି ।

Related Post