270 Views
ପାଣାଜି : ବଡ଼ ଦୁର୍ଘଟଣାର ବର୍ତ୍ତିଯାଇଛି ଗୋଆରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ। ଆକାଶରେ ଉଡ଼ୁଥିବା ସମୟରେ ଏହି ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହାପରେ ପୁଣି ଗୋଆ ବିମାନ ବନ୍ଦରକୁ ଫେରି ଆସି ଜରୁରୀ ଅବତରଣ କରିଛି। ଆଜି ରାତି ୧ଟାରେ ଏହି ବିମାନଟି ଗୋଆରୁ ଦିଲ୍ଲୀ ଅଭିମୁଖେ ୧୮୦ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା।

