Fri. Jul 3rd, 2026

୨୩ରୁ ଭିତରକନିକାରେ ପକ୍ଷୀ ଗଣନା

299 Views

ରାଜନଗର : ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଏବେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ପକ୍ଷୀବିହାର ରୂପେ ପରିଚିତ ବଗଗହନ ସମେତ ମଠଆଡିଆରେ ଏବେ ପ୍ରାୟ ୮୦ ହଜାର ଦେଶୀୟ ପକ୍ଷୀ ଭିଡ ଜମାଇଛନ୍ତି। ଆସନ୍ତା ୨୩ ତାରିଖଠାରୁ ଦେଶୀୟପକ୍ଷୀଙ୍କ ଗଣନା ଆରମ୍ଭ ହେବ। ୩୦ ତାରିଖ ଯାଏଁ ୮ ଦିନ ଧରି ଏହି ଗଣନା କାର୍ଯ୍ୟ ଚାଲିବ। ବଗଗହନ ଓ ମଠଆଡିଆରେ ଭିଡ ଜମାଇଥିବା ଦେଶୀୟପକ୍ଷୀଙ୍କ ଗଣନା କରାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

By amfnews

Related Post