Sat. Jul 25th, 2026
426 Views

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ଗୁଜରାଟର ସୁରଟ ଗସ୍ତରେ ଯାଉଛନ୍ତି। େସଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ େସ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୁରଟର ଓଡ଼ିଆମାେନ କିଛି ମାସ ତଳେ ନବୀନଙ୍କୁ େଭଟି ତାଙ୍କୁ ଆମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ସେ ସମୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ େବହେରାଙ୍କ େନତୃତ୍ବରେ ଏକ ପ୍ରତିିନିଧି ଦଳକୁ ସୁରଟ ପଠାଇଥିଲେ। ପରେ ସେ ନିଜେ ଯାଇ ଓଡ଼ିଆଙ୍କୁ େଭଟିବେ େବାଲି ପ୍ରତିଶ୍ରୁତି େଦଇଥିଲେ ଓ ସୁରଟକୁ ବିମାନ ଓ େଟ୍ରନ୍ ଚଳାଚଳ ପାଇଁ େକନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ପର୍ବ ଆଳରେ ସୁରଟରେ ଓଡ଼ିଆଙ୍କୁ ଏକାଠି କରିଥିଲେ।

By amfnews

Related Post