Sat. Sep 26th, 2026

‘ସାର୍‌, ଜିଓ ଆଉ ଚାଲୁ ନାହିଁ’, ଦୀପବୀରଙ୍କ ପାର୍ଟିରେ ମୁକେଶ ଅମ୍ବାନୀଙ୍କୁ ଏପରି ଚିଲେଇ କହିଲେ ଫଟୋଗ୍ରାଫର୍‌

604 Views

ତେବେ ସେଠାରେ ସବୁଠାରୁ ମଜ୍ଜା ବାତାବରଣ ସୃଷ୍ଟି କରିଥିଲା ମୁକେଶ ଅମ୍ବାନୀଙ୍କୁ ସାମ୍ନାରେ ପାଇଁ ଜଣେ ଜିଓ ବ୍ୟବହାରକାରୀ କରିଥିବା ଅଭିଯୋଗ। ମୁକେଶ ଷ୍ଟେଜ୍‌ ଉପରେ ଥିବା ବେଳେ ତଳେ ତାଙ୍କ ଫଟୋ ନେଉଥିଳେ ଜଣେ ଫଟୋଗ୍ରାଫର୍‌। ଫଟୋଗ୍ରାଫର୍‌ ଜଣକ ମୁକେଶଙ୍କୁ ଦେଖିବା ମାତ୍ରେ ଚିଲାଇ କରି କହିଥିଲେ ‘ସାର୍‌, ଜିଓ ଆଉ ଚାଲୁ ନାହିଁ’। ଫଟୋଗ୍ରାଫର୍‌ଙ୍କର ଏପରି ଖୋଲାଖୋଲି ଅଭିଯୋଗ ଶୁଣି ଉପସ୍ଥିତ ଅତିଥି ତ ହସିଥିଲେ, ସେମାନଙ୍କ ସହ ହସିଥିଲେ ନିଜେ ମୁକେଶ ଅମ୍ବାନୀ।

By amfnews

Related Post