Sat. May 16th, 2026

ଲ୍ୟାଣ୍ଡିଂ ବେଳେ ରନୱେ ବଦଳରେ ସମୁଦ୍ରରେ ପଶିଲା ପ୍ଲେନ

241 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮,

 ପ୍ରଶାନ୍ତ ମହାସାଗର କୂଳରେ ଅବସ୍ଥିତ ପପୁଆ ନ୍ରୁ୍ୟ ଗିନିର ଏକ ବିମାନ ଗୁରୁବାର ଏପରି ଏକ ଘଟଣାର ଶିକାର ହେଲା ଯାହାକୁ ଦେଖି କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ମାଇକ୍ରୋନେସିଆରେ ଏକ ଏୟାରପୋର୍ଟରେ ଲ୍ୟାଣ୍ଡ କରିବା ବେଳେ ରନୱେ ଉପରେ ଦୌଡୁଥିଲା । ଏତିକି ବେଳେ ଫ୍ଲାଇଟଟି ନିୟନ୍ତ୍ରଣ ହରାଇ । ପାଖରେ ଥିବା ସମୁଦ୍ରମଧ୍ୟକୁ ପଶିଯାଇଥିଲା । ଫ୍ଲେନ ରନୱେରୁ ପ୍ରାୟ ୧୬୦ ମିଟର ଆଗକୁ ଚାଲିଯାଥିଲା

ଏହି ପ୍ଲେନରେ ପାଖାପାଖି ୩୬ ଯାତ୍ରୀ ଓ ୧୧ ମମ୍ବର ଯାତ୍ରା କରୁଥିାଲ । ସ୍ଥାନୀୟ ଅଧିକାରୀମାନେ ଏହି ଘଟଣାରେ ଏହା ସ୍ପଷ୍ଟ ହୋଇଛଇ ଯେ, ହୋଇଛି ଯେ, ଏହା ଏୟାର ନ୍ୟୁଗିନ ବିମାନ  ଯାତ୍ରା କରୁଥିବା ସମସ୍ତ ଯାତ୍ରୀ  ସୁରକ୍ଷିତ ଅଛନ୍ତି ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ , ବିମାନକୁ ସକାଳ ପ୍ରାୟ ୯.୩୦ ରେ ଲ୍ୟାଣ୍ଡ କରିବାର ଥିଲା । ଯେତବେଳେ ସେ ଲ୍ୟାଣ୍ଡ କରୁଥିଲା । ସେତବେଳେ ରନୱେ ଉପରେ ଅଟକି ନଥିଲା ସିଧା ଚାଲିଥିଲା । ବିମାନଟି  ସିଧା ଯାଇ ସମୁଦ୍ର ଭିତରେ ଅଟକି ଥିଲା । ଏହି ସମୟରେସମସ୍ତ ଯାତ୍ରୀ ଫ୍ଲାଇଟରେ ଉପସ୍ଥିତ ଥିଲେ ।

ଏହି ଘଟଣା ମାଇକ୍ରୋନେସିଆ ଅଂଚଳରେ ହୋଇଛି  । ଏଥିରେ ଥିବା ସମସ୍ତଯାତ୍ରୀଙ୍କୁ ଚିକିସା ପାଇଁ ନିକଟସ୍ତ ହସ୍ପିଟାଲକୁ ପଠାଯାଇଛି । ସମସ୍ତ ଯାତ୍ରୀ ସୁସ୍ଥ ଅଛନ୍ତି ।

By amfnews

Related Post