Mon. Aug 17th, 2026

ରାଜରାସ୍ତାରେ ବୁଲୁଛନ୍ତି ସିଂହ

248 Views

ନୂଆଦିଲ୍ଲୀ : ସହର ଭିତରେ ବୁଲୁଛନ୍ତି ସିଂହ। ଗୋଟିଏ କି ଦୁଇଟି ନୁହେଁ, ୭ଟି ସିଂହ ସହର ଭିତରେ ବୁଲୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ଗୁଜରାଟର ଜୁନାଗଡ଼ରେ ଥିବା ଗିର୍‌ ଅଭୟାରଣ୍ୟରେ ଏହି ସିଂହମାନେ ବୁଲୁଥିବା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ସିଂହମାନେ ଜନବସତିର ଅତି ନିକଟତର ହୋଇଛନ୍ତି। ଭିଡିଓଟି ଭାଇରାଲ୍‌ ହେବା ପରେ ଲୋକଙ୍କ ଭିତରେ ଆତଙ୍କ ବଢ଼ିବାରେ ଲାଗିଛି। ଘଟଣା ସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଅନୁଧ୍ୟାନ କରିଛି।

By amfnews

Related Post