Wed. Oct 14th, 2026

ଯୁବକକୁ ହତ୍ୟା: ସମ୍ପର୍କୀୟ ଭାଇ-ଭାଉଜ ଗିରଫ

344 Views

ରାସଗୋବିନ୍ଦପୁର , ଜାନୁୟାରୀ ୦୭  : ରାସଗୋବିନ୍ଦପୁର ଥାନା ବଧିମୁହଁ (ପଥରଖୋଳ)ଗ୍ରାମର ସ୍ବର୍ଗତ ସରୋଜ ସିଂଙ୍କ ପୁଅ ବାସୁଦେବ ସିଂ(୪୦)କୁ ସମ୍ପର୍କୀୟ ଭାଇଭାଉଜ ଗତକାଲି ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ବାସୁଦେବର ସ୍ତ୍ରୀ ସସ୍ମିତା ଥନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଜଗନ୍ନାଥ ଓ ତାଙ୍କ ପତ୍ନୀ ରେବତୀଙ୍କୁ ଗିରଫ କରିଛି।

By amfnews

Related Post