Tue. Sep 29th, 2026

ମିଜୋରାମ ବିଧାନସଭା ନିର୍ବାଚନ: ଏମ୍‌ଏନ୍‌ଏଫ୍‌ ଆଗୁଆ

260 Views

ଆଇଜଲ୍‌, ଡିସେମ୍ବର ୧୧: ନଭେମ୍ବର ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ମିଜୋରାମ ବିଧାନସଭା ନିର୍ବାଚନର ଭୋଟ ଗଣତି ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ଆରମ୍ଭ ହୋଇଛି। ୪୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ଭୋଟ୍‌ ଗଣତି ୧୩ଟି ଗଣନ କେନ୍ଦ୍ରର ୪୦ ଟି ହଲ୍‌ରେ ଚାଲିଛି।

ସର୍ବଶେଷ ବିବରଣୀ ଅନୁସାରେ, କଂଗ୍ରେସ ୧୪, ଏମ୍‌ଏନ୍‌ଏଫ୍‌ ୨୩, ବିଜେପି, ୦ ଓ ଅନ୍ୟାନ୍ୟ ୨ଟି ଆସନରେ ଆଗୁଆ ଅଛନ୍ତି।

By amfnews

Related Post