Sun. Sep 27th, 2026
235 Views

ବ୍ରହ୍ମପୁର : ମାଛ ଧରା ଜାଲରେ ପଡ଼ିଲା ସାର୍କ। ଗଞ୍ଜାମର ଗୋପାଳପୁର ସମୁଦ୍ରରେ ମାଛ ଧରୁଥିବା ଧୀବରଙ୍କ ଜାଲରେ ଏକ ବିରାଟ ସାର୍କ ମାଛ ପଡ଼ିଥିଲା। ଜୀବନ୍ତ ଅବସ୍ଥାରେ ଧୀବରମାନେ ତାକୁ ଧରିଥିଲେ।

ଏତେ ବଡ଼ ସାର୍କ ମାଛ ଦେଖିବାକୁ କିଛି ସମୟ ଭିଡ଼ ହୋଇଥିଲା । ପରେ କିଛି ମତ୍ସ୍ୟଜୀବୀ ମାଛଟିକୁ ଠେଲି ଠେଲି ସମୁଦ୍ର ଭିତରେ ଛାଡ଼ି ଦେଇଥିଲେ।

By amfnews

Related Post