Thu. Oct 1st, 2026
237 Views

ଉଦଳା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ପୋଡ଼ାଡ଼ିହା ସେକ୍ସନ ଡୁବିଘାଟ ଜଙ୍ଗଲରେ ଏକ ମାଈହାତୀର ମୃତ୍ୟୁ ହୋଇଛି। ହାତୀର ଆନୁମାନିକ ବୟସ ୩୫ ବର୍ଷ ହେବ ବୋଲି ବନ ବିଭାଗ କହିଛି।

ଗତ ଏକ ସପ୍ତାହ ହେବ ହାତୀଟିର ଗୋଡରେ ଆଘାତ ଲାଗିଥିବାରୁ ସେ ଅସୁସ୍ଥ ଥିଲା। ବନବିଭାଗ ହାତୀର ଚିକିସା କରୁଥିବା ବେଳେ ତାର ମୃତ୍ୟୁ ଘଟିଛି। ଗତ ୯ ତାରିଖରେ କପ୍ତିପଦା ରେଞ୍ଜ ପୁଙ୍ଗିଚୁଆ ଜଙ୍ଗଲରୁ ଗୋଟିଏ ମାଈହାତୀର ମୃତଦେହକୁ ବନବିଭାଗ ଠାବ କରିଥିଲା।

By amfnews

Related Post