Thu. Oct 15th, 2026

ଭିଡିଓରେ ଦେଖନ୍ତୁ: କ୍ରିସ୍‌ମାସ୍‌ ସର୍‌ପ୍ରାଇଜ୍‌! ଡାକ୍ତରଖାନାରେ ପିଲାଙ୍କ ମନ ଜିଣିଲେ ସାନ୍ତା ବରାକ୍‌ ଓବାମା

384 Views

ନୂଆଦିଲ୍ଲୀ: ଜନପ୍ରିୟ ରାଷ୍ଟ୍ରପତି ହେବା ବ୍ୟତିରେକେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବରାକ୍‌ ଓବାମା ପିଲାମାନଙ୍କର ଅତି ଘନିଷ୍ଠ ହୋଇ ଆସିଛନ୍ତି ଏବଂ ପିଲାଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଦାନ କରୁଛନ୍ତି।

ଏଥିପାଇଁ ପୁଣି ଥରେ ବୁଧବାର ଦିନ ଓ୍ଵାସିଂଟନ୍‌ ଠାରେ ଥିବା ‘ଚିଲ୍‌ଡ୍ରେନ୍‌ସ୍‌ ନେସ୍‌ନାଲ୍‌ ମେଡିକାଲ୍‌ ସେଣ୍ଟର୍‌’ରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଓବାମା ଅଚାନକ ପହଞ୍ଚି ଅସୁସ୍ଥ ପିଲାମାନଙ୍କୁ ଭେଟିଥିଲେ।

ହସ୍‌ପିଟାଲ୍‌ ତରଫରୁ ଟୁଇଟ୍‌ କରାଯାଇଛି: ଆମ ରୋଗୀମାନଙ୍କର ଦିନ ଏତେ ଉଜ୍ଜ୍ୱଳମୟ କରିଥିବାରୁ ଆପଣକଙ୍କୁ ଧନ୍ୟବାଦ ବରାକ୍‌ ଓବାମା। ଆପଣଙ୍କ ସର୍‌ପ୍ରାଇଜ୍‌ ଆମର ଦୀର୍ଘ କୋଠରିସବୁରେ ଉଷ୍ମତା ଭରିଦେଲା ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟାଇଲା! ଆମ ରୋଗୀମାନେ ଆପଣଙ୍କ ସହଚର୍ଯ୍ୟ ଓ ଉପହାରକୁ ସୁଖ ପାଇଲେ।

Embedded video

Children’s National 🏥@childrenshealth

By amfnews

Related Post