Thu. Oct 15th, 2026

ଭଦ୍ରକ: ଏସ୍‌ପି ଅଫିସ୍‌କୁ ଲାଗି ଥିବା ଏସ୍‌ବିଆଇ ଏଟିଏମ୍‌କୁ ଭାଙ୍ଗିଲେ ଓ ପାଖ ଦୋକନାରୁ ୩୦ ହଜାର ଲୁଟି ନେଲେ ଦୁର୍ବୃତ୍ତ

438 Views

ଭଦ୍ରକ: ଭଦ୍ରକ ସହରରେ ଗତ ବୁଧବାର ବିଳମ୍ବିତ ରାତିରେ ଏସ୍‌ପି ଅଫିସ୍‌କୁ ଲାଗି ରହିଥିବା ଏକ ଏସ୍‌ବିଆଇ ଏଟିଏମ୍‌କୁ ଭାଙ୍ଗି ଓ ପାଖ ଦୋକାନରୁ ଦୁର୍ବୃତ୍ତ ପାଖାପାଖି ୩୦ ହଜାର ଟଙ୍କା ଲୁଟ୍‌ ନେଇଛନ୍ତି। ଏହି ଦୋକାନରେ ଏକ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ନେଟ୍‌ଓ୍ଵାର୍କ କମ୍ୟୁନିକେସନ୍‌ ସଂସ୍ଥା ଚାଲିଥିଲା। ଦୁର୍ବୃତ୍ତମାନେ ସଂସ୍ଥାର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଲୁଟି ନେଇଥିବା ଜଣାପଡ଼ିଛି। ଏହି ଲୁଟ ଘଟଣା ସମ୍ପର୍କରେ ଖବର ପାଇବା ପରେ ଭଦ୍ରକ ଟାଉନ୍‌ ପୁଲିସ୍‌ ଏବଂ ବ୍ୟାଙ୍କ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

By amfnews

Related Post