Sun. Oct 18th, 2026
185 Views

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରସ୍ଥିତ ଶେଖବାଡ ଅଞ୍ଚଳରେ ପୁଲିସ୍‌ ଚଢ଼ଉ କରି ୫୦ ଗ୍ରାମ୍‌ ବ୍ରାଉନ ସୁଗର ଜବତ କରିଛି। ଏଥିସହ ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ଘର ଶେଖବାଡ଼ ଅଞ୍ଚଳରେ।  ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳେ ପୁଲିସ୍‌ ଏହି ଚଢ଼ଉ କରିଥିଲା। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ।

By amfnews

Related Post