Tue. Sep 22nd, 2026
259 Views

ବିଜେଡି ପୂର୍ବତନ ମନ୍ତ୍ରୀ  ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ  ବହିଷ୍କାର କରିବାର କିଛି ଦିନ ପରେ ସେ ବିଜେପିରେ ସାମିଲ ହୋଇଥିଲେ। ସେ ସକ୍ରିୟ ନିର୍ବାଚନରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ବିଜେପିକୁ ନେଇ ବେଶ କିଛିଦିନ ହେଲା ଅସନ୍ତୁଷ୍ଟ ଥିଲେ ଦାମ। ବିଜେପୁର ଉପନିର୍ବାଚନରେ ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ତାଙ୍କ ନାମ ନ ଥିବାରୁ ସେ କ୍ଷୁବ୍ଧ ହୋଇ ତାଙ୍କୁ ଆଉ ଦଳ ଖୋଜୁ ନାହିଁ ବୋଲି କହିଥିଲେ । ସେ  ବିଜେପିର ଦଳୀୟ  କାର୍ଯ୍ୟକ୍ରମରେ  ଅଂଶ ଗ୍ରହଣ  କରୁନଥିଲେ । ତାଙ୍କୁ ଡାକ୍ତର ଦାମୋଦର ରାଉତ ଦଳୀୟ କାର୍ଯ୍ୟକ୍ରମକୁ  ଆମନ୍ତ୍ରଣ କରାଯାଉ  ନାହିଁ  ବୋଲି  କ୍ଷୋଭ  ପ୍ରକାଶ  କରୁଥିଲେ ।

By amfnews

Related Post