Sun. Oct 4th, 2026

ପେଟ୍ରାଲ ପମ୍ପରେ ଗୁଳିମାଡ଼ ଘଟଣାରେ ଜଣେ ଗିରଫ

314 Views

ଜଗତସିଂହପୁର ଟାଉନ୍‌: ଗତକାଲି ସନ୍ଧ୍ୟାରେ ଆଳି ପିଙ୍ଗଳ ଏସ୍‌ଆର୍‌ ପେଟ୍ରୋଲ ପମ୍ପରେ ହୋଇଥିବା ଗୁଳିମାଡ଼ ଘଟଣାରେ ପୁଲିସ ଶିଶିର ନାମଜ ଜଣେ ଯୁବକଙ୍କୁ ଗିରଫ କରିଛି। ଗୁଳିମାଡ଼ ସମୟରେ ଶିଶିର ବ୍ୟବହାର କରିଥିବା ପଲସର୍‌ ବାଇକ୍‌କୁ ପୁଲିସ ଜବତ କରିଛି। ତେବେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ସ୍ୱାଇଁକୁ ପୁଲିସ ଧରିପାରି ନାହିଁ। ଗତକାଲି ପଲସର୍‌ ବାଇକ୍‌ରେ ଶାଳଙ୍ଗାର ସୂର୍ଯ୍ୟ ସ୍ୱାଇଁ ଏବଂ ଶିଶିର ଆସି ଏସ୍‌ଆର୍‌ ପେଟ୍ରୋଲ ପମ୍ପକୁ ଫାଙ୍କା ଗୁଳିଚାଳନା କରି କଳାଇଥିଲେ। ଏ ନେଇ ପେଟ୍ରୋଲ ପମ୍ପ୍‌ ମାଲିକ ସୁଧାଂଶୁ ଦାସ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ।

By amfnews

Related Post