Sat. Apr 25th, 2026

‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ପ୍ରୋମୋକୁ ଅଟକାଇବା ପାଇଁ ଅଦାଲତାରେ ଆବେଦନ

371 Views

ଆବେଦନରେ କୁହାଯାଇଛି କି ପ୍ରଧାନମନ୍ତ୍ରୀଙ୍କ ପଦ ସାମ୍ବିଧାନିକ ପଦ ଅଟେ। ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତକୁ ଖରାପ କରି ଦେଖା ଯାଉଥିବା ପ୍ରୋମ ଉପରେ ରୋକ ଲଗାଯାଉ। ଏହା ଦ୍ୱାରା ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସହ ଦେଶର ଛବି ବି ଖରାପ ହେବ

Anupam Kher

@AnupamPKher

ଆବେଦନରେ ଆହୁରି ବି ଲେଖାଯାଇଛି କି ଟ୍ରେଲରରେ ଯାହା ସବୁ ଦେଖାଯାଉଛି ତାହା ଭ୍ରମିତ କରିବା ପରି। ଏହା ସଞ୍ଜୟ ବାରୁଙ୍କ ପୁସ୍ତକରେ ଲେଖାଯାଇଥିବା କଥାଠାରୁ ଭିନ୍ନ। ଏହା ପୂରା ପୂରି ଭାବେ ଭୁଲ ଅଟେ।

ଆହୁରି ବି ସ୍ପଷ୍ଟ ଭାବେ କୁହାଯାଇଛି କି ଚଳଚ୍ଚିତ୍ରଟି କେବଳ ସିନେମାଟୋଗ୍ରାଫି ଆକ୍ଟ ଉଲଂଘନ କରିନାହିଁ। ବରଂ ସୋନିଆ ଗାନ୍ଧି, ମନମୋହନ ସିଂହ ଓ ରାହୁଲ ଗାନ୍ଧୀଙ୍କ ବିନା ଅନୁମତିରେ ସେମାନଙ୍କ ଚରିତ୍ରକୁ କଦର୍ଥ କରାଯିବା ଏକ ଭୁଲ୍‌ ମଧ୍ୟ।

By amfnews

Related Post