Fri. Oct 16th, 2026

ଏହା ଖାଇଲେ ଶରୀରର ୭୦ ପ୍ରତିଶତ ରୋଗ ଦୂରୀଭୂତ ହୋଇଥାଏ

439 Views

ଆମେ ସୁସ୍ଥ ରହିବାଲାଗି କିଛି ଭଲ ଜିନିଷ ଖାଇବାକୁ ଚାହିଁଥାଉ। ହେଲେ ଏହା କ’ଣ ତାହା ଆମେ ଜାଣି ନଥାଉ। ମନେ ରଖନ୍ତୁ ଚୁନ ବା କାଲସିୟମ୍‌ କାର୍ବୋନେଟ୍‌ ହେଉଛି ଏଭଳି ଏକ ପଦାର୍ଥ ଯାହା ଆମ ଶରୀର ପାଇଁ ଉପକାରୀ ,ଏକଥା ହୁଏତ କମ୍‌ ଲୋକ ଜାଣନ୍ତି। ଆମ ଦେଶରେ ଲୋକେ ପାନରେ ଚୁନ ଲଗାଇ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି କି ପ୍ରାକୃତିକ ଚୁନ ଖାଇଲେ ଶରୀରର ୭୦ ପ୍ରତିଶତ ରୋଗ ଦୂରୀଭୂତ ହୋଇଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ..
ମାସିକ ଧର୍ମ ନିୟମିତ କରାଇଥାଏ: ପ୍ରାକୃତିକ ଚୁନ ସେବନ ଦ୍ୱାରା ମହିଳାମାନଙ୍କର ମାସିକ ଧର୍ମ ନିୟମିତ ହୋଇଥାଏ। ଏହା ମହିଳାଙ୍କ ଶରୀର ଭିତରେ ଅଣ୍ଡାଣୁକୁ ବିକସିତ କରିଥାଏ।
ଉଚ୍ଚତା ବୃଦ୍ଧି ହୋଇଥାଏ:ଯେଉଁ ପିଲାମାନେ ଡେଙ୍ଗା ନୁହଁନ୍ତି,ସେମାନେ ଚୁନ ଖାଇଲେ,ସେମାନଙ୍କର ଉଚ୍ଚତା ବୃଦ୍ଧି ହୋଇଥାଏ। ପ୍ରତିଦିନ ସକାଳେ ଚୁନ ସେବନ କରିଲେ ମଣିଷର ଉଚ୍ଚତା ବଢିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

By amfnews

Related Post