Tue. Jul 28th, 2026

ଏସ୍‌ସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ୍‌

187 Views

କଟକ : କଟକ SCB ମେଡିକାଲ୍‌ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍‌ ମାରିଥିବା ସୂଚନା ମିଳିଛି। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡର ନାଗରିକ।

 

ହେଲେ ଗତକାଲି ରାତିରୁ ଉକ୍ତ ବ୍ୟକ୍ତି ଜଣକ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି ସୂଚନା ମିଳିଛି। ଏନେଇ ମଙ୍ଗଳାବାଗ ଥାନାରେ ମେଡିକାଲ୍‌ କର୍ତ୍ତୃପକ୍ଷ ମୌଖିକ ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି  କଡ଼ା ସୁରକ୍ଷା ସତ୍ତ୍ୱେ କିଭଳି ଭାବରେ SCBରୁ ଚମ୍ପଟ୍ ମାରିଲେ ବ୍ୟକ୍ତି ଜଣକ ? ଏନେଇ ତନାଘନା ଚାଲିଛି।

By amfnews

Related Post